Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ହାଣ୍ଡିଧୂଆଁ-ଘଣ୍ଟପଡ଼ା ଓଭର୍‌ ବ୍ରିଜ୍‌: ସରୁନି ନିର୍ମାଣ କାର୍ଯ୍ୟ, ସାଧାରଣରେ ବଢୁଛି ତୀବ୍ର ଅସନ୍ତୋଷ
    ରାଜ୍ୟ

    ହାଣ୍ଡିଧୂଆଁ-ଘଣ୍ଟପଡ଼ା ଓଭର୍‌ ବ୍ରିଜ୍‌: ସରୁନି ନିର୍ମାଣ କାର୍ଯ୍ୟ, ସାଧାରଣରେ ବଢୁଛି ତୀବ୍ର ଅସନ୍ତୋଷ

    NewsLaxmi7By NewsLaxmi7March 9, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ତାଳଚେର, (ବିକାଶ ଚନ୍ଦ୍ର ସାହୁ): ତାଳଚେର ବ୍ଲକ୍ ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂରେ ଓଭର ବିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହେବାର ପ୍ରାୟ ୭ ବର୍ଷ ବିତିଗଲାଣି। ଏହାର ନିର୍ମାଣ କାର୍ଯ୍ୟ ‌ଶେଷ ହେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

    ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି କୋଇଲା ଷ୍ଟକୟାର୍ଡଠାରୁ ତାଳଚେର ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇଥିବା ରେଳ ପଥରେ ପଡ଼ୁଛି ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂ। ହାଣ୍ଡିଧୂଆଁ ଛକରୁ ଘଣ୍ଟପଡ଼ା ଦେଇ ସେଣ୍ଟ୍ରାଲ ହସ୍ପିଟାଲ, ଏଫ୍‌ସିଆଇ, ହିଙ୍ଗୁଳା ମନ୍ଦିର, ସାଉଥବଲଣ୍ଡା, ଥର୍ମାଲ, ନାଲ୍‌କୋନଗର, ଅନୁଗୁଳ ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏହି ଲେଭଲ୍‌କ୍ରସିଂ ଥିବାବେଳେ ଏହି ରାସ୍ତାରେ ତାଳଚେର ସରକାରୀ ଆଇଟିଆଇ, ହାଟତୋଟାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭିନ୍ନ କୋଇଲା ଖଣିକୁ ପ୍ରତ୍ୟେହ ହଜାର ହଜାର ଲୋକ ଯା’ଆସ କରୁଛନ୍ତି। ଏହି ଲେଭଲ୍‌ କ୍ରସିଂରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଥିଲା।

    ଏହି ଓଭରବ୍ରିଜ୍‌ ପାଇଁ ଅର୍ଥ ମଂଜୁର ନିମନ୍ତେ ୨୦୧୨ ମସିହାରେ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରକାଶ ଜୟସ୍ବାଲ ଏମ୍‌ସିଏଲ୍‌କୁ ଦାୟିତ୍ବ ଦେଇଥିଲେ। ୨୦୧୬ ମସିହାରେ ଅର୍ଥ ମଂଜୁର ହେବା ସହ ଟେଣ୍ଡର କରାଯାଇ ସେହିବର୍ଷ ଜୁନ୍‌ ମାସରେ ଆର୍‌କେଡି ଇନ୍‌ଫ୍ରା ଓ ରାଇଟସ୍ ଲିମିଟେଡ୍‌ ନାମକ ଠିକାସଂସ୍ଥାକୁ ଏହା ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା। ୨୦୧୮ ମସିହା ଅକ୍ଟୋବର ୨୦ ତାରିଖ ସୁଦ୍ଧା ଓଭର୍‌ ବ୍ରିଜ୍‌ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ୭ଟି ଖୁମ୍ବ ତିଆରି ହୋଇଥିବା ଦେଖାଯାଇଛି।

    ଯୁଦ୍ଧକାଳୀନ ଭିତ୍ତି‌ରେ ଏହା ନିର୍ମାଣ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ସୂଚନା ଦିଆଯାଉଥିଲେ ବି ଅଦ୍ୟାବଧି ୩୫ ପ୍ରତିଶତ କାର୍ଯ୍ୟ ମଧ୍ୟ ସରିନାହିଁ। ଅନ୍ୟ ପକ୍ଷରେ ଏହି ଓଭର୍‌ବ୍ରିଜ୍‌ର ନିର୍ମାଣର ବ୍ୟୟ ଅଟକଳ ବଢ଼ିଚାଲିଛି। ସୂଚନା ଅଧିକାର କର୍ମୀ ଦେବ ପ୍ରସାଦ ସାହୁ ହାସଲ କରିଥିବା ତଥ୍ୟ ମୁତାବକ ଏହି ଓଭର୍‌ବ୍ରିଜ୍ ନିର୍ମାଣ ପାଇଁ ଏମ୍‌ସିଏଲ୍‌ ପ୍ରଥମେ ୭ କୋଟି ଟଙ୍କା ମଞ୍ଜୁର କରିଥିଲା। ପରବର୍ତ୍ତୀ ସମୟରେ ଆଉ ୯ କୋଟି ଟଙ୍କା ଏମ୍‌ସିଏଲ୍‌ ମଞ୍ଜୁର କରିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ନସରିବାରୁ ପୁଣି ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଏମ୍‌ସିଏଲ୍‌ ଏହାର ସିଏସ୍‌ଆର୍‌ ପାଣ୍ଠିରୁ ଏଥିପାଇଁ ମୋଟ ୩୪ କୋଟି ୯୪ ଲକ୍ଷ ୯୩ ହଜାର ୧୨୯ ଟଙ୍କା ମଂଜୁର କରିଛି। କିନ୍ତୁ ଓଭର୍‌ବ୍ରିଜ୍‌ ନିର୍ମାଣ ସରୁନଥିବାରୁ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହୋଇପାରିନାହିଁ। ତେଣୁ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଅନୁଗୁଳ: ୪ ମାସ ହେଲା ବର୍ଷା ନାହିଁ; ଶୁଖିଗଲାଣି ଜଳାଶୟ, ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା
    Next Article ପୁରୀ: ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୩ ପର୍ଯ୍ୟଟକ ଉଦ୍ଧାର
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବାକୁ କହିଲେ ସଂକ୍ରାମକ ରୋଗ ବିଶେଷଜ୍ଞ

    April 18, 2021

    କୁଟୁରା ଉଦ୍ଧାର, କୁକୁର କାମୁଡ଼ାରେ ଆହତ ହୋଇଥିଲା

    July 1, 2022

    ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଉଡ଼ାଣ ଭରିବା ବେଳେ ଟ୍ରକ୍ ସହ ଧକ୍କା ବିମାନ

    November 19, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.