Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ହାଟଡିହି ତହସିଲରେ ଜାଲ ରସିଦରେ ଅର୍ଥ ହଡ଼ପ ଘଟଣା: ଏକାଧିକ ବ୍ୟକ୍ତିଙ୍କୁ ଜାଲ୍‌ ରସିଦ ଦେଇ ଜରିମାନା ଅର୍ଥ ହଡ଼ପ
    ରାଜ୍ୟ

    ହାଟଡିହି ତହସିଲରେ ଜାଲ ରସିଦରେ ଅର୍ଥ ହଡ଼ପ ଘଟଣା: ଏକାଧିକ ବ୍ୟକ୍ତିଙ୍କୁ ଜାଲ୍‌ ରସିଦ ଦେଇ ଜରିମାନା ଅର୍ଥ ହଡ଼ପ

    NewsLaxmi7By NewsLaxmi7November 26, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ହଡ଼ପ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ ବେଳେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। କେବଳ ଜଣେ ନୁହେଁ ଏକାଧିକ ଲୋକଙ୍କୁ ଜାଲ୍‌ ରସିଦ ଦିଆଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ରାଶି ସରକାରଙ୍କ ତହବିଲ ଜମା କରାଯିବା ପ‌ରିବର୍ତ୍ତେ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ୨୫୬ ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଛି।

    ଭିଜିଲାନ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଶାଳଣିଆର ଦେବବ୍ରତ ନାଏକଙ୍କ ଏକ ଟ୍ରାକ୍ଟର (ଓଡି-୨୨-ଏମ୍‌-୩୧୮୧) ବାଲି ଚାଲାଣ କରୁଥିବା ବେଳେ ତହସିଲ ପକ୍ଷରୁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏନେଇ ତାଙ୍କୁ ରସିଦ ମଧ୍ୟ ଦିଆଯାଇଥିଲା। ମାତ୍ର, ତହସିଲର କାଗଜପତ୍ର ଯାଞ୍ଚ ବେଳେ ସରକାରୀ ତହବିଲରେ ମାତ୍ର ୫ ହଜାର ଟଙ୍କା ଦାଖଲ ହୋଇଛି। ସେହିପରି ସନ୍ଦୀପ ରାଉତଙ୍କ ଟ୍ରାକ୍ଟର (ଓଡି-୦୯-ଏଲ୍‌-୧୧୨୮) ବାଲି ଚାଲାଣ କରୁଥିବା ବେଳେ ତାଙ୍କୁ ୩୦ ହଜାର ଟଙ୍କା ଜରିମାନା କରାଯାଥିଲା। ଯାଞ୍ଚ ବେଳେ ତହସିଲ‌ରେ ଥିବା ଅସଲି ରସିଦରେ ୩୦ ହଜାର ବଦଳରେ ୨୦ ହଜାର ଟଙ୍କା ଲେଖାଯାଇଥିଲା। ଫଳରେ ବାକି ୧୦ ହଜାର ଟଙ୍କା ସରକାର ତହବିଲ ପରିବର୍ତ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପକେଟ୍‌କୁ ଯାଇଥିଲା। ଏହିଭଳି ଭାବେ ଜାଲ୍‌ ରସିଦ ଦେଇ ଏକାଧିକ ବ୍ୟକ୍ତିଙ୍କଠାରୁ ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନ, କିରାଣି ଶ୍ରୀକାନ୍ତ ଜେନା, ଚେନ୍‌ମ୍ୟାନ୍‌ ଅଭିମନ୍ୟୁ ଭୂୟାଁ ଜରିମାନା ଆଦାୟ କରି ତାହାକୁ ହଡ଼ପ କରିଥିବା ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ପାଖରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।

    କ୍ଷମତା ବଳରେ ତହସିଲ କର୍ତ୍ତୃପକ୍ଷ ଲଘୁଖଣିଜ ସମ୍ପଦ ଚାଲାଣ କରୁଥିବା ଗାଡ଼ି ମାଲିକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଜରିମାନା ଅର୍ଥରୁ କିଛି ସରକାରୀ ତହବିଲରେ ଜମା ହେଉଥିବା ବେଳେ ଅବଶିଷ୍ଟ ଅଧିକାରୀ ଓ କର୍ମଚାରୀ ବାଣ୍ଟି ନେଉଛନ୍ତି। ଦୁଇ ଦୁଇଟି ରସିଦ ବହି ବ୍ୟବହାର କରାଯାଇ ଏଭଳି ଯୋଜନାବଦ୍ଧ ଲୁଟ୍‌ ଚାଲିଛି। କେବଳ ଯେ ହାଟଡିହି ତହସିଲ ନୁହେଁ ରାଜ୍ୟର ପ୍ରାୟ ସବୁ ତହସିଲରେ ଏପରି ଚାଲିଥିବା ଅନୁମାନ କରାଯାଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
    Next Article ଶିକ୍ଷା ବିଭାଗର ବିକଳ ଚିତ୍ର: ଗଛମୂଳେ ଚାଲିଛି ପାଠପଢ଼ା
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦେଶରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୧୮୨୧ କୋଭିଡ଼ ସଂକ୍ରମିତ ଚିହ୍ନଟ 31/12/2020 at 10:40 AM

    December 31, 2020

    ଫୁଲମାଳ ଧରି ଦୌଡୁଥିଲେ ବର: କନିଆ ଦେଲାନି ଧରା, ଚାଲିଲା କବାଡି ଖେଳ

    July 26, 2021

    ଦୁର୍ଘଟଣା ପରେ ତତ୍ପର ପରିବହନ ବିଭାଗ: କାହିଁକି ଘଟିଲା ଅଘଟଣ, ରିପୋର୍ଟ ମାଗିଲେ ମନ୍ତ୍ରୀ

    May 26, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.