Subscribe to Updates

    Get the latest creative news from FooBar about art, design and business.

    What's Hot

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    Facebook X (Twitter) Instagram
    Trending
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସୌଜନ୍ୟ ଭୁଲିଗଲା ଓଡ଼ିଶା ସାହିତ୍ୟ ଏକାଡେମି
    ରାଜ୍ୟ

    ସୌଜନ୍ୟ ଭୁଲିଗଲା ଓଡ଼ିଶା ସାହିତ୍ୟ ଏକାଡେମି

    NewsLaxmi7By NewsLaxmi7July 24, 2023Updated:July 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦର ୩ ବର୍ଷର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏକାଡେମି ପକ୍ଷରୁ ସାଧାରଣ ପରିଷଦକୁ ଭାଙ୍ଗି ଦିଆଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏକାଡେମିର ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରୁ ପରିଷଦର ସମସ୍ୟମାନଙ୍କର ମତାମତ ରଖିବା ଅଧିକାରକୁ ପ୍ରତ୍ୟାହୃତ କରି ନିଆଯାଇଛି। ଆଜି ରବିବାର ସତ୍ତ୍ବେ ଏକାଡେମିର ହ୍ବାଟ୍ସ୍‌ ଆପ୍‌ ଗ୍ରୁପ୍‌କୁ ଏକାଡେମିର କର୍ମଚାରୀମାନେ ବନ୍ଦ କରି ଦେବାକୁ ନେଇ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଏକାଡେମିର ସଚିବ ପ୍ରବୋଧ ରାଉତଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହେବା ପରେ କାର୍ଯ୍ୟକାରୀ ସଚିବ ଭାବେ ଗତ ଶୁକ୍ରବାର ସୁଚୀସ୍ମିତା ମନ୍ତ୍ରୀଙ୍କୁ ଚୟନ କରାଯାଇଛି। ଶନିବାର ଓ ରବିବାର ସରକାରୀ ଛୁଟିଥିବାରୁ ଶ୍ରୀମତୀ ମନ୍ତ୍ରୀ ଏଯାଏଁ ଦାୟିତ୍ବ ଗ୍ରହଣ କରିନାହାନ୍ତି। ଏଣୁ କାହା ନିର୍ଦ୍ଦେଶରେ ସଦସ୍ୟମାନଙ୍କୁ ଏକାଡେମି ହ୍ବା‌ଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ମତ ରଖିବାର ଅଧିକାର ଛଡ଼ାଇ ନିଆଗଲା ସେ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଏକାଡେମି ପକ୍ଷରୁ ନିଜ ସଦସ୍ୟ ତଥା ଓଡ଼ିଶାର ସାହିତ୍ୟିକମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

    ଏନେଇ ସାଧାରଣ ପରିଷଦର ସଦସ୍ୟ ନୃସିଂହ ଷଡ଼ଙ୍ଗୀ କହିଛନ୍ତି, ସାହିତ୍ୟ ଏକାଡେମିର ସମ୍ବିଧାନରେ ଉଲ୍ଲେଖ ରହିଛି ଯେ ସାଧାରଣ ପରିଷଦର କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ଏକାଡେମିର ସଚିବ ଏ ସମ୍ପର୍କରେ ପରିଷଦର ସମସ୍ତ ସଦସ୍ୟଙ୍କୁ ଅବଗତ କରାଇବେ। କିନ୍ତୁ ତାହା କରାଯାଇନଥିବାରୁ ଏହା ସମ୍ବିଧାନର ଉଲଂଘନ। ଏହାବାଦ୍‌ ସାଧାରଣ ପରିଷଦ ଭାଙ୍ଗିବା ନେଇ ସରକାର କୌଣସି ‌ବିଜ୍ଞନ୍ତି ମଧ୍ୟ ପ୍ରକାଶ କରିନାହାନ୍ତି। ଏଣୁ ଏକାଡେମିର ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ଆଡ୍‌ମିନ୍‌ମାନେ ପରିଷଦର ସଦସ୍ୟମାନଙ୍କଠାରୁ ମତ ରଖିବାର ଅଧିକାରକୁ ପ୍ରତ୍ୟାହାର ‌କରି ନେବା ଅତି ଅଶୋଭନୀୟ ଓ ଅବୈଧାନିକ। ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି। ସଚିବ କାର୍ଯ୍ୟରେ ଯୋଗ ଦେଇ ନଥିବା ବେଳେ ଏବଂ ଆଜି ରବିବାର ସତ୍ତ୍ବେ ଆଡ୍‌ମିନ୍‌ଙ୍କୁ ଏଭଳି କାର୍ଯ୍ୟ କରିବାକୁ କିଏ କ୍ଷମତା ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଦୁଃସହ ହେଲାଣି ମହାପ୍ରଭୁଙ୍କ ଦର୍ଶନ, ତାତିଯାଉଛି ଭକ୍ତଙ୍କ ପାଦ
    Next Article ମନ୍ତ୍ରୀ, ସାଂସଦ, ଅଧିକାରୀଙ୍କ ବିଦେଶ ଗସ୍ତର ଶ୍ବେତପତ୍ର ଜାରି ହେଉ: ବିଜେପି
    NewsLaxmi7
    • Website

    Related Posts

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର।…

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ହାଡ ମଜବୁତ ରଖିଥାଏ ସମୁଦ୍ର ଲୁଣ, ଆହାରରେ ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ଚୁଟକୀ, ନିଜେ ଦେଖନ୍ତୁ ପ୍ରଭାବ

    November 30, 2020

    ଜୁହୁ ନିକଟରେ ୨ଟି ଆପାର୍ଟମେଣ୍ଟ କିଣିଲେ କାଜୋଲ୍‌, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

    February 17, 2022

    ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, କହିଲେ ଆପଣମାନଙ୍କ ହକ୍‌ ପାଇଁ ମୁଁ ଲଢୁଥିବି

    December 2, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.