Subscribe to Updates

    Get the latest creative news from FooBar about art, design and business.

    What's Hot

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    Facebook X (Twitter) Instagram
    Trending
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସରକାରୀ ବାବୁଙ୍କ ଜାଲିଆତି: ଗାଡ଼ି କିଣିବାକୁ ଟଙ୍କା ନେଇ ଖାଇଦେଲେ
    ରାଜ୍ୟ

    ସରକାରୀ ବାବୁଙ୍କ ଜାଲିଆତି: ଗାଡ଼ି କିଣିବାକୁ ଟଙ୍କା ନେଇ ଖାଇଦେଲେ

    NewsLaxmi7By NewsLaxmi7July 27, 2023Updated:July 27, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ୨୦୨୫ ଶେଷ ସୁଦ୍ଧା ରାଜ୍ୟରେ ଇ-ଯାନ ସଂଖ୍ୟା ମୋଟ୍‌ ଗାଡ଼ିର ୨୦%କୁ ବଢ଼ାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହାକୁ ହାସଲ କରିବାକୁ ଗାଡ଼ି କ୍ରେତାଙ୍କ ପାଇଁ ସବ୍‌ସିଡି ବି ଘୋଷଣା କରିଛନ୍ତି। ଏହାସହ ସରକାରୀ କର୍ମଚାରୀ ଇ-ଯାନ କିଣିଲେ ବିନା ସୁଧରେ ଅଗ୍ରିମ ଆକାରରେ ଟଙ୍କା ଦିଆଯାଉଛି। ହେଲେ ବିଭିନ୍ନ ବିଭାଗର କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ଅଗ୍ରିମ ଆକାରରେ ନେଇ ଗାଡ଼ି କିଣିନାହାନ୍ତି। ବିନା ସୁଧରେ ଅଗ୍ରିମ ମିଳୁଥିବାରୁ ବହୁ କର୍ମଚାରୀ ଟଙ୍କା ନେଇ ଖର୍ଚ୍ଚ କରିଦେଇଛନ୍ତି। ହେଲେ ଗାଡ଼ି କିଣିନାହାନ୍ତି। ବିଭିନ୍ନ ବିଭାଗର ଶତାଧିକ କର୍ମଚାରୀ ଏହି ଜାଲିଆତି କରିଥିବା ଅର୍ଥ ବିଭାଗ ନଜରକୁ ଆସିଛି।

    ଏହାସହ ଏବେ ନିୟମ କରାଯାଇଛି ଯେ ଯେଉଁମାନେ ଇ-ଯାନ କିଣିବାକୁ ଅଗ୍ରିମ ଟଙ୍କା ନେବେ ସେମାନେ ତିନି ମାସ ମଧ୍ୟରେ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ଏବଂ ରସିଦ୍ ଦାଖଲ କରିବେ। ଯଦି ଏହା ନଦେବେ ତେବେ ସେମାନଙ୍କ ଠାରୁ ଅଗ୍ରିମ ‌ଟଙ୍କା ନେବା ଦିନରୁ ହିସାବ କରି ୧୨.୫% ସୁଧ ହାରରେ ସମସ୍ତ ଟଙ୍କା ଆଦାୟ କରିବାକୁ କୁହାଯାଇଛି।

    ସୂଚନାଯୋଗ୍ୟ ଯେ ଏବେ ରାଜ୍ୟ ସରକାର ଦୁଇ ଚକିଆ ଯାନ ପାଇଁ ପ୍ରତି କିଲୋୱାଟ୍‌ ପିଛା ୫ହଜାର ଟଙ୍କା ଏବଂ ସର୍ବାଧିକ ୨୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ତିନିଚକିଆ ଯାନ ପାଇଁ ୩୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ପ୍ରତି କିଲୋୱାଟ୍ ପିଛ‌ା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରୁଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleପରିଚୟ ହରାଇଛନ୍ତି ସାଗରପଡ଼ାର ୩୦ ପରିବାର, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ
    Next Article କ୍ଷୁଦ୍ର ଜଳସେଚନରେ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି କେବେ?
    NewsLaxmi7
    • Website

    Related Posts

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫…

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଟ୍ରାଫିକ କ୍ୟାମେରା ଫଟୋ ପାଇଁ ଫସିଲେ କେରଳ ଯୁବକ: ଅନ୍ୟ ମହିଳାଙ୍କୁ ଗାଡ଼ି ପଛରେ ବସାଇ ବୁଲାଉଥିବା ଫଟୋ ପତ୍ନୀଙ୍କ ହାତରେ ପଡ଼ିଲା

    May 11, 2023

    ବିଜୟା ଦଶମୀରେ ଲାଖ ବିନ୍ଧିବେ ଶ୍ରୀଲିଙ୍ଗରାଜ

    October 25, 2020

    ରାଜ୍ୟରେ ୧୬୭ ନୂଆ କରୋନା ସଂକ୍ରମଣ: ୨୨ ଜଣ ୧୮ ବର୍ଷରୁ କମ୍ ବୟସର, କଟକରୁ ସର୍ବାଧିକ ୪୦

    September 27, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.