Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ଆରମ୍ଭ: ବୈଷୟିକ କମିଟି ସହ ନାଟମଣ୍ଡପ ଫାଟ ଅନୁଧ୍ୟାନ କଲେ ଗଜପତି
    ରାଜ୍ୟ

    ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ଆରମ୍ଭ: ବୈଷୟିକ କମିଟି ସହ ନାଟମଣ୍ଡପ ଫାଟ ଅନୁଧ୍ୟାନ କଲେ ଗଜପତି

    NewsLaxmi7By NewsLaxmi7November 23, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଓ ଅନ୍ୟାନ୍ୟ ମରାମତି କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟିର ପରାମର୍ଶକ୍ରମେ ଏହି ମରାମତି କରାଯାଉଛି। ଫେବ୍ରୁଆରି ସୁଦ୍ଧା ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ଫାଟ ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଛନ୍ତି। ପରେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସହ ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି।

    ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ବୈଷୟିକ ‌‌କୋର୍‌ କମିଟିର ଡ. ଏନ୍‌ ସି ପାଲ୍‌, ବିନ୍ଧେଶ୍ବର ପାତ୍ର, ଏସ୍‌ କେ ଭଟ୍ଟାଚାର୍ଯ୍ୟ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଅନୁଧ୍ୟାନ କରିଥିଲେ। ପରେ ଗଜପତି ମହାରାଜା କହିଥିଲେ ‌ଯେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ଯେଉଁ ୪ ମୁଖ୍ୟ ବିମ୍‌ ରହିଛି, ସେଥିରେ ଫାଟ ରହିଛି। ଏହାକୁ ମରାମତି କରାଯିବ। ଏଥିପାଇଁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟି ଏହାର ସବିଶେଷ ଅନୁଧ୍ୟାନ କରୁଛନ୍ତି।

    ଏହି ଅବସରରେ ଗଜପତି ମହାରାଜା କହିଥିଲେ , ୫ ଏକର ଜାଗାରେ ଶ୍ରୀଗୁଣ୍ଡିଚା ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ କାମ କରାଯିବ। ଏହି ଡିଜାଇନ୍‌କୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିସାରିଛି। ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବାକୁ ଯାଉଛି। ବୈଷୟିକ କମିଟିର ଡ. ପାଲ୍‌ କହିଥିଲେ, ମୁଖ୍ୟତଃ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସମସ୍ୟା ରହିଛି। ୪ ମୁଖ୍ୟ ପଥର ପିଲାର(ଖମ୍ବ) ଉପରେ ୪ ସେଣ୍ଟ୍ରାଲ୍‌ ଷ୍ଟୋନ୍‌ କ୍ୟାପିଟାଲ୍‌ ବିମ୍‌ ଓ ଏହା ତଳେ ୪ଟି ରଟ୍‌ ଆଇରନ୍‌ ବିମ୍‌ ରହିଛି। ଏହି ରଟ୍‌ ଆଇରନ୍‌ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ଏହାର ସମ୍ପୂର୍ଣ୍ଣ ମରାମତି କରାଯିବ। ଫାଟିଥିବା ବିମ୍‌ ବଦଳରେ ଗ୍ରାନାଇଟ୍‌ ପଥର ଲଗାଯିବ। କଳଙ୍କି ଲାଗିଥିବା ବିମ୍‌କୁ କାଢ଼ି ନୂଆ କଳଙ୍କିବିହୀନ ଲୁହା ବିମ୍‌ ଲଗାଯିବ। ଏଥିପାଇଁ ୪ ମାସର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଥିଲେ।

    ମରାମତି ହେବ ଜଗମୋହନ, ନାଟମଣ୍ଡପ

    ପୁରୀ: ଶ୍ରୀମନ୍ଦିର ଜଗମୋହନ ଭିତର ପାର୍ଶ୍ବ ମରାମତି ପରେ ଏବେ ବାହାରପାର୍ଶ୍ବ ମରାମତି କାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ)। ଏହାପୂର୍ବରୁ ଆଜି ଜଗମୋହନର ଡକୁମେଣ୍ଟେସନ୍‌ କରାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଫଟୋଗ୍ରାଫର ଓ ଅନ୍ୟମାନେ ଆଜି ଜଗମୋହନର ବିଭିନ୍ନ ସ୍ଥାନର ଫଟୋ ଉଠାଇଛନ୍ତି। ସେପଟେ ନାଟମଣ୍ଡପ ମରାମତି ପାଇଁ ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପରେ ଭାରାବନ୍ଧା କାମ ଆରମ୍ଭ ହୋଇଛି।

    ମିଳିଥିବା ସୂଚନା ମୁତାବକ, ରଥଯାତ୍ର ପୂର୍ବରୁ ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ଓ ଅନ୍ୟାନ୍ୟ ସ୍ଥାନର ମରାମତି କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁର ଡକୁମେଣ୍ଟେସନ୍‌ କରାଯାଇଛି। ଏଥିପାଇଁ ଆଜି ପ୍ରଥମେ ଜଗମୋହନ ଉପରପାର୍ଶ୍ବର ଫଟୋ ଓ ଭିଡିଓଗ୍ରାଫି କରାଯାଇଛି। ଅନେକ ସ୍ଥାନରେ ପୁରୁଣା କାଳରୁ ଲୁହାପଥର ଭିତରେ ଫସି ରହିଥିବାରୁ ଏହା ପାଣି ଖାଇ ଫୁଲିବା ଆରମ୍ଭ କରିଛି। ଫଳରେ, ପଥରରେ ଫାଟ ସୃଷ୍ଟିହେବା ଆରମ୍ଭ କରିଛି। ପଥରକୁ ଅକ୍ଷତ ରଖିବାପାଇଁ ଏହାକୁ ବି କାଟି ବାହାର କରିବାକୁ ଯୋଜନା କରାଯାଉଛି। ଅନେକ ସ୍ଥାନରେ ପଥର ଦୁର୍ବଳ ଥିବାରୁ ଏହାକୁ ବି ବଦଳାଇବାକୁ ଯୋଜନା କରାଯାଉଛି।

    ଜଗ ମୋହନ ଡକୁମେଣ୍ଟେସନ୍‌ କାମ ଶେଷପରେ ନାଟମଣ୍ଡପର ଡକୁମେଣ୍ଟେସନ୍‌ କରାଯିବ। ନାଟମଣ୍ଡପ ପୂର୍ବପାର୍ଶ୍ବରେ ଭାରା ବନ୍ଧା କାମ ସରିବା ପରେ ନାଟମଣ୍ଡପର ଡକୁମେଣ୍ଟେସନ୍‌ ପାଇଁ ଫଟୋ ଓ ଭିଡିଓ ଉତ୍ତୋଳନ କରାଯିବ। ସେହି ଅନୁସାରେ ଆବଶ୍ୟକ ମରାମତି କରାଯିବ। ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଅଧିକାରୀମାନେ ଆବଶ୍ୟକ ମରାମତିର ପରାମର୍ଶ ଦେବେ। ପୂର୍ବରୁ ଜଗମୋହନର ଭିତରପାର୍ଶ୍ବ ମରାମତି କରାଯାଇଥିଲା। ନାଟମଣ୍ଡପ ବିମ୍‌ରେ ଫାଟ ରହିଥିବା ବେଳେ ଏହାକୁ କ୍ରାକ୍‌ ମିଟର ଜରିଆରେ ଆଇଆଇଟି ଖଡଗପୁର ଅନୁଧ୍ୟାନ କରୁଛି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଅପରେସନ ଗ୍ରୀନ୍ କ୍ଲିନ୍, ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ
    Next Article ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ : ଥରିଲା ଘର କବାଟ, ବାହାରକୁ ଆସିଗଲେ ଲୋକେ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏନ୍‌ସିଆର୍‌ବି ରିପୋର୍ଟ: ଅପରାଧରେ ଓଡ଼ିଶା ୧୨ ନମ୍ବର

    September 2, 2022

    ଶରୀର ପାଇଁ ହିତକର ଛତୁ: ପୋଷାକ ତତ୍ତ୍ୱ ସହ ରହିଛି ଅନେକ ଔଷଧୀୟ ଗୁଣ

    October 27, 2020

    ଦେଶରେ କମୁଛି ସଂକ୍ରମଣ :୨୪ ଘଣ୍ଟାରେ ବାହାରିଲେ ୭୯୬ କରୋନା ପଜିଟିଭ୍

    April 12, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.