Subscribe to Updates

    Get the latest creative news from FooBar about art, design and business.

    What's Hot

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023
    Facebook X (Twitter) Instagram
    Trending
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    • ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
    • ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଯୁଦ୍ଧର ୫୦୦ତମ ଦିନରେ ତୁର୍କୀରୁ ୫ କମାଣ୍ଡରଙ୍କୁ ଫେରାଇ ଆଣିଲେ ଜେଲେନ୍‌ସ୍କି
    ଦେଶ ବିଦେଶ

    ଯୁଦ୍ଧର ୫୦୦ତମ ଦିନରେ ତୁର୍କୀରୁ ୫ କମାଣ୍ଡରଙ୍କୁ ଫେରାଇ ଆଣିଲେ ଜେଲେନ୍‌ସ୍କି

    NewsLaxmi7By NewsLaxmi7July 10, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର ଉଲ୍ଲଂଘନ’ ବୋଲି ରୁଷ୍ ଅଭିଯୋଗ କରିଛି। ଏହି ବନ୍ଦୀମାନଙ୍କୁ ତୁର୍କୀ ମୁକ୍ତ କରିବା ଘଟଣାକୁ ରୁଷ୍ ନିନ୍ଦା କରିଛି। କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ତୁର୍କୀ ଏହି ବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ଗତବର୍ଷ ଚୁକ୍ତି ହୋଇଥିଲା। କିନ୍ତୁ ମସ୍କୋକୁ କିଛି ନ ଜଣାଇ ଅଙ୍କାରା ଉକ୍ତ ବନ୍ଦୀମାନଙ୍କୁ ମୁକ୍ତ କରିଦେଇଛି।

    ଯେଉଁ ୫ ଜଣ କମାଣ୍ଡରଙ୍କୁ ଜେଲେନ୍‌ସ୍କି ତୁର୍କୀରୁ ଫେରାଇ ଆଣିଛନ୍ତି, ସେମାନେ ଗତବର୍ଷ ମାରିଉପୋଲର ସୁରକ୍ଷା ପାଇଁ ୟୁକ୍ରେନ୍ ସେନା ତରଫରୁ ଘୋର ଯୁଦ୍ଧ କରିଥିଲେ। ଶୁକ୍ରବାର ଜେଲେନ୍‌ସ୍କି ତୁର୍କୀ ଗସ୍ତ କରି ରାଷ୍ଟ୍ରପତି ତାୟିପ ଏର୍ଡୋଗାନଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ମନାଇ ବନ୍ଦୀମାନଙ୍କୁ ଫେରାଇ ଆଣିଥିଲେ।

    ଗତବର୍ଷ ମାରିଉପୋଲରେ ରୁଷ୍ ସେନାର ଆକ୍ରମଣରେ ହଜାର ହଜାର ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଆଜୋଭସ୍ତାଲ ପ୍ଲାଣ୍ଟ ଅଧୀନ ଟନେଲ ଓ ବଙ୍କରଗୁଡ଼ିକରେ ୟୁକ୍ରେନର କମାଣ୍ଡର ଓ ସୈନିକମାନେ ଅଟକ ରହିଥିଲେ। ପରେ କିବ୍‌ର ନିର୍ଦ୍ଦେଶରେ ଗତବର୍ଷ ମେ ମାସରେ ସେମାନେ ରୁଷ୍ ସେନା ପାଖରେ ଆତ୍ମସମର୍ପଣ କରିଥିଲେ। ତୁର୍କୀର ମଧ୍ୟସ୍ଥତାରେ ବନ୍ଦୀ ବଦଳ ଚୁକ୍ତିନାମା ଅନୁଯାୟୀ ରୁଷ୍ ଅନେକ ବନ୍ଦୀଙ୍କୁ ମୁକ୍ତ କରିଥିଲା। କିନ୍ତୁ କମାଣ୍ଡରମାନଙ୍କୁ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ତୁର୍କୀ ନିଜ ପାଖରେ ରଖିବ ବୋଲି କଥା ହୋଇଥିଲା। ତେଣୁ ୟୁକ୍ରେନ୍‌ର ଯୁଦ୍ଧବନ୍ଦୀମାନଙ୍କୁ ପ୍ରତ୍ୟର୍ପଣ କରି ତୁର୍କୀ ଚୁକ୍ତିରେ ଖିଲାପ କରିଛି ଓ ବିଶ୍ବାସଘାତକତା କରିଛି ବୋଲି ରୁଷ୍ ଅଭିଯୋଗ କରିଛି।

    Share. Facebook Twitter LinkedIn WhatsApp Email
    Previous Articleପରିବେଶ ସୁରକ୍ଷା ପାଇଁ ନାଉଗାଁରେ ନିଆରା ପ୍ରୟାସ: ବର-ଓସ୍ତ ଗଛ ବିବାହ
    Next Article ପାଇକ ବିଦ୍ରୋହ ପ୍ରସଙ୍ଗରେ ରାଜନୀତି ଥମୁନି
    NewsLaxmi7
    • Website

    Related Posts

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା।…

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପାକିସ୍ତାନ ବିପକ୍ଷରେ କେମିତି ରହିବ ଭାରତର ବ୍ୟାଟିଂ କ୍ରମ ? ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ସ୍ପଷ୍ଟ ହେବ ଚିତ୍ର

    October 19, 2021

    ସ୍ଲୋଗ..ରନ୍ଧନ ଗ୍ୟାସକୁ ସଠିକ୍ ବ୍ୟବହାର କେମିତି କରିବା ଅଙ୍ଗୱାଡ଼ି କର୍ମୀ ଓ ରାନ୍ଧୁଣି ମା ମାନଙ୍କୁ ଅଗ୍ନିଶମ ବିଭାଗ ଦ୍ଵାରା ତାଲିମ୍ ପ୍ରଦାନ

    February 10, 2023

    ଟାଓ୍ୱାରରେ ଚଢିଗଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ…

    July 4, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.