Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ବାକ୍ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ
    ଅପରାଧ

    ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ବାକ୍ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

    NewsLaxmi7By NewsLaxmi7November 21, 2022No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଦପଲ୍ଲୀ ପଂଚାୟତରେ କ୍ବାକ୍ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାର ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋଲ୍ଲିକୋଟ ଥାନା ପୋଲିସ । ମୋଟ୍ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖି ଯାଇଥିବାବେଳେ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା, କୋଡି ଓ କାଠ ଫାଳିଆକୁ ଜବତ କରିଛି ପୋଲିସ ।

    ପୋଲିସର ସୂଚନା ଅନୁଯାୟୀ, ୬ଶହ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର ଜଙ୍ଗଲକୁ କାଠ ହାଣିବାକୁ ଯାଇଥିବାବେଳେ ଆହତ ହୋଇଥିଲା । ଚିକିତ୍ସା ପାଇଁ ସେ ଶାଙ୍କୁଡ଼ା ଗାଁର କ୍ବାକ ଜୟ କୁମାର ମହାନ୍ତିଙ୍କ ପାଖକୁ ଯାଇଥିଲା । ଚିକିତ୍ସାରେ ୬ଶହ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଜୟ କୁମାର । ଅନୀଲଙ୍କ ପାଖରେ ଏତେ ଟଙ୍କା ନଥିବାରୁ କ୍ବାକଙ୍କୁ ଚିକିତ୍ସା ପାଇଁ ଗୁହାରି କରିଥିଲେ । ମାତ୍ର କ୍ବାକ୍ ଚିକିତ୍ସା ନକରିବାରୁ ଅନିଲ୍ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ । ଖଣ୍ଡାରେ କ୍ବିକଙ୍କ ଗୋଡ଼କୁ ହାଣିବା ସହିତ ମୁଣ୍ଡକୁ କାଠ ଫାଳିଆରେ ମାଡ଼ କରିଥିଲେ । କ୍ବାକ୍ ତଳେ ପଡ଼ିଯିବା ପରେ ଅନିଲ୍ ଓ ତାଙ୍କ ସାଙ୍ଗମାନେ ବେକ ଉପରେ ଚଢିଯାଇଥିଲେ । ଫଳରେ କ୍ବାକ୍ ଜୟ କୁମାର ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା ।

    ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ନାବାଳକ ସମେତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର, ମରେଇ ନୂଆଗାଁର ଜିତେନ୍ଦ୍ର ଶବର, ନୂଆପଲ୍ଲୀର ରବୀନ୍ଦ୍ର ଶବର, ବାଦପଲ୍ଲୀ ଗାଁର ଯୋଗୀ ଶବରଙ୍କ ସମେତ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖାଯାଇଥିବା ସୂଚନା ଦେଇଛି ପୋଲିସ ।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି
    Next Article କୋରେଇରେ ମର୍ମନ୍ତୁଦ ରେଳ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଶ୍ରୀମନ୍ଦିର ପ୍ରବେଶ ଲାଗି କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହାର ପାଇଁ ମନ୍ଦିର ସେବାୟତ ସଂଘ ପକ୍ଷରୁ ଦାବି

    January 8, 2021

    ଆଜି ହିଁ ହିଟମ୍ୟାନ୍ ଖେଳିଥିଲେ ୨୬୪ ରନର ଇନିଂସ : ଏମିତି ଭାବେ ମନେ ପକାଇଲା ବିସିସିଆଇ

    November 13, 2020

    ରକ୍ତମୁଖା ପୁଲିସ, ବନ ବିଭାଗ: ୧୩ ବର୍ଷରେ ୨୦ ହାଜତ ମୃତ୍ୟୁ; ୫ ଜଣଙ୍କୁ ସମୁଦ୍ର ଭିତରେ ଗୁଳି

    February 10, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.