Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି: ଚିନ୍ତାରେ ସରକାର
    ରାଜ୍ୟ

    ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି: ଚିନ୍ତାରେ ସରକାର

    NewsLaxmi7By NewsLaxmi7March 13, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଭୁବନେଶ୍ବର/ ସୋର : ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ଆଡମିଟ୍‌ କାର୍ଡ ବି ପାଇଥିଲେ। ମାତ୍ର ପରୀକ୍ଷା ଦେବାକୁ ଆସିନାହାନ୍ତି। ଶହେ କି ହଜାରେ ନୁହେଁ, ବରଂ ରାଜ୍ୟର ୧୮ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷାର ପ୍ରଥମ ଦିନ ହଲ୍‌କୁ ଆସିନାହାନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣାକୁ ଗଣଶିକ୍ଷା ବିଭାଗ ଗୁରୁତ୍ବର ସହ ନେଇଛି। କେଉଁଥିପାଇଁ ପିଲାମାନେ ପରୀକ୍ଷାରୁ ଦୂରେଇ ରହିଲେ, ସେନେଇ ଖୋଳତାଡ଼ ଆରମ୍ଭ କରିଛି ବିଭାଗ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେପଟେ ପରିଷଦ ପକ୍ଷରୁ ମଧ୍ୟ କେଉଁ ଜିଲ୍ଲାରେ କେତେ ପରୀକ୍ଷାର୍ଥୀ ପ୍ରଥମ ଦିନ ଅନୁପସ୍ଥିତ ରହିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଇଛି। ସୋମବାର(ଆଜି) ଇଂରାଜୀ ବିଷୟ ପରୀକ୍ଷା ରହିଛି। ତେଣୁ ‌ଯେତିକି ପିଲା ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ, ଦ୍ବିତୀୟ ଦିନ ସେତିକି ରହୁଛନ୍ତି ନା ସଂଖ୍ୟା ବଢ଼ୁଛି, ତାହା ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି।

    ତେବେ ବାଲେଶ୍ବର ଜିଲ୍ଲାରୁ ମିଳିଥିବା ତଥ୍ୟ ସରକାରଙ୍କର ନିଦ ହଜାଇଦେଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପରୀକ୍ଷା ଦେଇନଥିବା ସିଂହଭାଗ ଛାତ୍ରୀଙ୍କର ଏହା ଭିତରେ ବିବାହ ହୋଇଯାଇଛି। ଏହାସହିତ ଅନେକ ଛାତ୍ରଛାତ୍ରୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଜିଲ୍ଲାର ସୋର ବ୍ଲକ୍‌ରେ ପ୍ରଥମ ଦିନ ୨,୭୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୯ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। କେଶରୀପୁର ଶତ୍ରୁଘ୍ନ ନାଥ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୮ ଜଣ ଅନୁପସ୍ଥିତ ରହିଥିଲେ। ଯେଉଁମାନଙ୍କ ମଧ୍ୟରେ ୫ ଜଣ ମଙ୍ଗଳପୁର ମଦନମୋହନ ସରସ୍ୱତୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଅଛନ୍ତି। ଫର୍ମପୂରଣ କରି ଏହି ଛାତ୍ରୀମାନେ କାହିଁକି ପରୀକ୍ଷା ଦେଲେନି, ସେ ସଂପର୍କରେ ଅନୁଧ୍ୟାନ କରିବାବେଳେ ଜଣାପଡ଼ିଲା ଯେ, ପରୀକ୍ଷା ଦେଉନଥିବା ୫ ଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ବିବାହ ହୋଇଯାଇଛି। ଏ କଥା ଖୋଦ୍‌ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ଦାରିଦ୍ର୍ୟ ତାଡ଼ନାରେ ଅନ୍ୟ ୨ ଜଣ ଛାତ୍ରୀ ବାପାମାଆଙ୍କ ସହ ଦାଦନ ଖଟିବାକୁ ପଳାଇଛନ୍ତି। ଏହି ତଥ୍ୟ ଆସିବା ପରେ ଜିଲ୍ଲାରେ ପରୀକ୍ଷା ଦେଉନଥିବା ଶହ ଶହ ଛାତ୍ରୀଙ୍କ ଭାଗ୍ୟ କଣ ହୋଇଥିବ, ସେ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

    ଏସଂପର୍କରେ ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ପିଲାମାନେ ପରୀକ୍ଷା ଲାଗି ଫର୍ମ ପୂରଣ କରିଥିଲେ ମଧ୍ୟ ସେମାନେ ବାପା, ମା’ଙ୍କ ସହ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ତଥା ଜିଲ୍ଲା ପଳାଇ ଯାଉଛନ୍ତି। ତେଣୁ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଉପାନ୍ତ ଅଞ୍ଚଳରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। କମ୍‌ ବୟସରେ ଝିଅମାନଙ୍କୁ ବିବାହ କରାଇ ଦେଉଥିବାରୁ ସେମାନେ ଅଧାରୁ ପାଠ ଛାଡ଼ୁଛନ୍ତି। ପାଠପଢ଼ା ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ସହ ଅଭିଭାବକ, ଗୋଷ୍ଠୀ ଓ ସ୍ଥାନୀୟ ଅଞ୍ଚଳରେ ସଚେତନ କରାଇବାକୁ ପଡ଼ିବ। ନହେଲେ ପ୍ରତିବର୍ଷ ପରୀକ୍ଷା ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିବ।

    ଶିକ୍ଷାବିତ୍‌ ସୁମନ୍ତ ରାଉତଙ୍କ କହିବାନୁଯାୟୀ, ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣା ପଛରେ ତିନି କାରଣ ହୋଇଥାଇପାରେ। ଅଭିଭାବକଙ୍କ ସହ ଦାଦନ ଖଟିବାକୁ ପିଲାମାନେ ବାହାର ରାଜ୍ୟକୁ ଯାଇ ଥାଇପାରନ୍ତି। ବହୁ ସଂଖ୍ୟକ ଛାତ୍ରୀ ନାବାଳିକା ଅବସ୍ଥାରେ ବିବାହ କରୁଥିବାର ଚିତ୍ର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ଏଥିସହ ପରୀକ୍ଷା ପ୍ରତି କିଛି ପିଲାଙ୍କ ଭୟ ରହୁଥିବାରୁ ପରୀକ୍ଷା ଦେବାକୁ ଆସୁନାହାନ୍ତି। ସରକାରଙ୍କ ପକ୍ଷରୁ ଡ୍ରପ୍‌-ଆଉଟ୍‌ ରୋକିବାକୁ ଡୋର୍‌ ଟୁ ଡୋର୍‌ ଭିଜିଟ୍ କାର୍ଯ୍ୟକ୍ରମ ହେଉଛି। ତା’ ପରେ ବି ଅଭିଭାବକ ଅବୁଝା ରହିବା ଚିନ୍ତାର କାରଣ।

    ଅନ୍ୟପକ୍ଷରେ ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ଏସ୍‌ଏ-୧, ଏସ୍‌ଏ-୨ ପରୀକ୍ଷା ହେବା ପୂର୍ବରୁ ପିଲାମାନଙ୍କ ଫର୍ମ ପୂରଣ କରାଯାଉଛି। ତେଣୁ ପିଲାମାନେ ପରୀକ୍ଷାକୁ ଏତେ ଗୁରୁତ୍ବ ଦେଉନାହାନ୍ତି। ୭୫ ପ୍ରତିଶତ ଉପସ୍ଥାନ କଡ଼ାକଡ଼ି ନିୟମ ହେଉ ନାହିଁ। ତେଣୁ ପିଲା ଫର୍ମ ପୂରଣ କରୁଛନ୍ତି ହେଲେ ପରୀକ୍ଷା ଦେଉନାହାନ୍ତି। ସେହିପରି ଫର୍ମ ପୂରଣ ପାଇଁ ସେଭଳି କୌଣସି ଗାଇଡ୍‌ଲାଇନ୍‌ ରଖାଯାଉ ନାହିଁ। ତେଣୁ ଯେଉଁମାନେ ଫର୍ମ ପୂରଣ କରୁଛନ୍ତି ସେମାନେ ପରୀକ୍ଷା ‌ଦେଉନାହାନ୍ତି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଲୁଚାଛପାରେ ପୁରସ୍କାର ପ୍ରଦାନ କାହିଁକି? ଅଲୋଡ଼ା ପରମ୍ପରା ସୃଷ୍ଟି କରିଛି ସଂସ୍କୃତି ବିଭାଗ
    Next Article ୫୦ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ‘ଜଙ୍ଗଲରାଣୀ’, କାନ୍ଧରେ ଟାଙ୍ଗିଆ ଧରି ଜଙ୍ଗଲ ଜଗୁଛନ୍ତି ହୀରାଦ୍ରି ମାଝୀ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ: ଗ୍ରେଡ୍, ବେସିକ୍ ପେ ବଢ଼ାଇବାକୁ ଦାବି

    January 2, 2021

    ମଦଭାଟି ନିକଟରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର

    July 15, 2022

    ଗାଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ମୃତ

    November 30, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.