Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମାଟି ଓଡ଼ିଶାର, ରାଜ୍ କରୁଛି ଆନ୍ଧ୍ର; ହାତରୁ ଖସୁଛି ସୀମାନ୍ତ ଗାଁ
    ରାଜ୍ୟ

    ମାଟି ଓଡ଼ିଶାର, ରାଜ୍ କରୁଛି ଆନ୍ଧ୍ର; ହାତରୁ ଖସୁଛି ସୀମାନ୍ତ ଗାଁ

    NewsLaxmi7By NewsLaxmi7July 22, 2023Updated:July 22, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଜୟପୁର,  (ନବୀନ ଚନ୍ଦ୍ର ସାହୁ): ଗାଁ ଓଡ଼ିଶାର। ଅଧିବାସୀଙ୍କ ଜନ୍ମ ଓ କର୍ମଭୂମି ବି ଓଡ଼ିଶାରେ। ଅଥଚ ରାଜ୍ କରୁଛି ଆନ୍ଧ୍ର। ସୀମାନ୍ତ ଗାଁ ଅକ୍ତିଆରକୁ ନେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚଳାଇଛି ଉଦ୍ୟମ। କୋରାପୁଟର କୋଟିଆଠୁ ଆରମ୍ଭ କରି ରାଇପାହାଡ଼, ରାୟଗଡ଼ାର ଲାଉଗୁଡ଼ାଠୁ ସାନଲୁକୁଟି, ସୁଲୁକି, ସୁଲୁଡ଼ି ସବୁଠି ରହିଛି ଆନ୍ଧ୍ରର ଦବଦବା। ବିଭିନ୍ନ ଲୋଭ ଦେଖାଇ ଲୋକଙ୍କ ସମର୍ଥନ ଗୋଟାଇ ଚାଲିଛି ଆନ୍ଧ୍ର। ଓଡ଼ିଶା ସରକାର କେବଳ ମାମଲା ରୁଜୁ ସହ ନିର୍ଦ୍ଦେଶାନାମା ଜାରି କରି ଚୁପ୍ ବସି ରହିଥିବାରୁ ହାତରୁ ଖସିବାରେ ଲାଗିଛି ସୀମାନ୍ତ ଗାଁ।

    କୋଟିଆ ପରେ ନନ୍ଦପୁର ବ୍ଲକ୍ ରାଇପାହାଡ଼ ଉପରେ ଆନ୍ଧ୍ରର ଲୋଲୁପଦୃଷ୍ଟି ଓଡ଼ିଶା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ଆନ୍ଧ୍ର ସୀମାନ୍ତକୁ ଲାଗିଛି କୋରାପୁଟ ଜିଲ୍ଲାର ୫୩ରୁ ଊର୍ଦ୍ଧ୍ବ ଗାଁ। ରାୟଗଡ଼ା ଜିଲ୍ଲାର ୬୧ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ଓଡ଼ିଶାରେ ପ୍ରଭାବ ବିସ୍ତାର କରିବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ଓ ଯୋଗାଯୋଗ କ୍ଷେତ୍ରକୁ ଆନ୍ଧ୍ର ଗୁରୁତ୍ବ ଦେଇଛି। ଓଡ଼ିଶାରେ ରହି ତେଲୁଗୁ କହିବା ଓଡ଼ିଆରେ ନିଜ ନାଁ ଲେଖି ନପାରିବା ଏହାର ପ୍ରମାଣ। କୋଟିଆର ବିବାଦୀୟ ଗାଁ ଧୂଳିପଦର, ତାଡିୱାଲସା, ଅରଜୁୱାଲସାରେ ଥିବା ଓଡ଼ିଶା ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ଓଡ଼ିଆ ଅପେକ୍ଷା ତେଲୁଗୁ ଭଲ କହୁଛନ୍ତି। ଓଡ଼ିଶାର ଅବହେଳାରୁ ଅଧିକାଂଶ ସୀମାନ୍ତବାସୀ ମୋବାଇଲ୍ ନେଟୱର୍କ, ସାପ୍ତାହିକ ହାଟ, ସରକାରୀ ସୁବିଧାସୁଯୋଗ ପାଇଁ ଆନ୍ଧ୍ର ଉପରେ ହିଁ ନିର୍ଭର କରୁଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅଜବ ନିୟମ: ଛାତ୍ର ଯିଏ, ଉପପରୀକ୍ଷା ନିୟନ୍ତ୍ରକ ସିଏ
    Next Article ବ୍ରାହ୍ମଣୀ ନଦୀଶଯ୍ୟା ଏବେ ତଣ୍ଡିବଣ, ବର୍ଷାଋତୁରେ ବି ନଦୀଶଯ୍ୟା ଶୁଷ୍କ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଭୁବନେଶ୍ବର ଜିତିଲା ଅନ୍ତଃଜିଲ୍ଲା ମହିଳା ଫୁଟ୍‌ବଲ୍‌ ଟ୍ରଫି

    February 22, 2021

    ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍, ଦମଦାର ଅନ୍ଦାଜରେ ନଜର ଆସିଲେ ଅଭିନେତା

    November 14, 2020

    ଶିଳ୍ପାଞ୍ଚଳରେ ଅନ୍ଧବିଶ୍ବାସ: ଅପପୁଷ୍ଟିର ଶିକାର ଶିଶୁକୁ ଚେଙ୍କ

    April 2, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.