Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଭୋକ ବିକଳରେ ଦାଦନ ସାଜିଲେ ୩ ଦମ୍ପତି
    ରାଜ୍ୟ

    ଭୋକ ବିକଳରେ ଦାଦନ ସାଜିଲେ ୩ ଦମ୍ପତି

    NewsLaxmi7By NewsLaxmi7March 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    କାଳିଆପାଣି : ରାସନ କାର୍ଡରେ ଚାଉଳ ମିଳିଲାନି। ୩ ମାସ ଧରି ଡିଲର ସେମାନଙ୍କ ରାସନ ଚାଉଳ ହଡ଼ପ କରିନେଲେ। ଏପଟେ ଘରପାଖରେ କାମ ବି ମିଳିଲାନି। ଯେଉଁଥିପାଇଁ, ସେମାନଙ୍କୁ ସବୁବେଳେ ଭୋକଉପାସରେ କାଳାତିପାତ କରିବାକୁ ପଡ଼ୁଥିଲା। ଶେଷରେ, ଭୋକ ବିକଳରେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ପଳାଇଛନ୍ତି ୩ ଯୋଡ଼ା ଦମ୍ପତି। ଘରେ ସେମାନଙ୍କ ୬ ଜଣ ଛୋଟଛୋଟ ପିଲାଙ୍କୁ ଛାଡ଼ିଦେଇ ଯାଇଛନ୍ତି। ସେମାନେ ହେଲେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ବିର୍ସାନଗର ବସ୍ତି ୧ ନଂ ୱ‌ାର୍ଡ ଘାଗିଆସାହିର ପଲସ୍ମିକା ଓ ଦଶରଥ ମାରାଣ୍ଡି, ମଧୁସ୍ମିତା ଓ ରଥିଆ ମହାନ୍ତ ଏବଂ ୨ ନମ୍ବର ୱାର୍ଡର ରଜନୀ ଓ ଗୋବିନ୍ଦ ତନ୍ତୀ।

    ରଜନୀ ଓ ଗୋବିନ୍ଦ ତନ୍ତୀ ଘର ପାଖରେ ରହି ମୂଲମଜୁରି କରି ଚଳୁଥିଲେ। ଅଭାବ ଭିତରେ ଥିବାବେଳେ ହଠାତ୍‌ ଚାଉଳ ମିଳିଲାନି। ତା’ପରେ, ଯେଉଁ କାମ କରୁଥିଲେ ତାହା ବି ମଳିଲାନି। ଫଳରେ, ବାଧ୍ୟହୋଇ ଏହି ଦମ୍ପତି ୨ ସନ୍ତାନ ରାଇମନି(୭) ଓ ଲାଲମୋହନ(୯)ଙ୍କୁ ବୁଢ଼ୀମାଆ ପାଖରେ ଛାଡ଼ି ରାଜ୍ୟ ବାହାରକୁ ପଳାଇଛନ୍ତି। ସେମାନଙ୍କ ଭଳି ପଲସ୍ମିକା ଓ ଦଶରଥଙ୍କୁ ଘର ପାଖରେ କାମ ମିଳୁନଥିଲା। ରୋଗଣା ବଡ଼ଭାଇ ଲୋକନାଥଙ୍କ ପାଖରେ ପୁଅ ଦେବଦତ୍ତ(୬) ଓ ଝିଅ ପାୟଲ(୯)ଙ୍କୁ ଛାଡ଼ି ଏହି ଦମ୍ପତି ରାଜ୍ୟ ବାହାରକୁ ଚାଲିଯିବା ପାଇଁ ବାଧ୍ୟ ହୋଇଛନ୍ତି। ଉଭୟ ବେଙ୍ଗାଲୁରୁର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ଜଣାପଡ଼ିଛି। ସେହିପରି, ମଧୁସ୍ମିତା ଓ ରଥିଆ ବଡ଼ଝିଅକୁ ହାତୀବାରି ଛାତ୍ରାବାସ ଓ ସାନଝିଅ ଆୟନିକା(୧୦)କୁ ବିଧବା ବୃଦ୍ଧାମାଆ ଲକ୍ଷ୍ମୀ ପାଖରେ ଛାଡ଼ି ରୋଜଗାର ଉଦ୍ଦେଶ୍ୟରେ ଘର ଛାଡ଼ିଛନ୍ତି। ତେବେ, ମାଲିକ ସେମାନଙ୍କୁ ବନ୍ଦୀ କରି ରଖିଛି, ମୁହଁ ଖୋଲିଲେ ନିର୍ଯାତନା ଦେଉଥିବା ନେଇ ଗତ ସପ୍ତାହରେ ପଲସ୍ମିକା ଓ ଦଶରଥ ତାଙ୍କୁ ଫୋନ୍‌କରି କହୁଥିଲେ ବୋଲି କହନ୍ତି ତାଙ୍କ ପଡ଼ୋଶୀ ମଞ୍ଜୁ ମହାନ୍ତ।

    ଅନ୍ୟପକ୍ଷରେ, ମାଆବାପାଙ୍କ ଅନୁପସ୍ଥିତିରେ ସଂପୃକ୍ତ ୬ ଶିଶୁ ଅସହାୟ ଅବସ୍ଥାରେ ନିଜନିଜ ଘରେ ମନମାରି ରହିଛନ୍ତି। ଖାଦ୍ୟରେ ଭାତଲୁଣ, କିମ୍ବା ଶାଗ ଛଡ଼ା ଅଧିକ କିଛି ନାହିଁ। ଏମିତିରେ ଏହି ଶିଶୁମାନଙ୍କ ଶୈଶବ ଓ ପ୍ରାଥମିକ ଶିକ୍ଷା ପ୍ରଭାବିତ ହୋଇଛି। ଦାରିଦ୍ର୍ୟ ସେମାନଙ୍କ ମନରୁ ସରସ ଛଡ଼ାଇ ନେଇଛି। ଏ ସଂପର୍କରେ ସରପଞ୍ଚ ବିକାଶ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପାଖରେ ଖବର ନଥିବା କହନ୍ତି। ତେବେ ଯଥାଶୀଘ୍ର ଅନୁଧ୍ୟାନ କରି ସହାୟତା କରିବେ ବୋଲି କହିଥିଲେ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ବସ୍‌; ୨୫ ଆହତ, ୪ ଗୁରୁତର
    Next Article ନିଆଁ ଗିଳି ଚାଲିଛି ଜଙ୍ଗଲ, ହେଲିକପ୍ଟର୍‌ ବ୍ୟବହାରକୁ କୁଣ୍ଠାବୋଧ କାହିଁକି?
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ, ହଠାତ୍‌ ଅଚେତ ହୋଇପଡିଥିଲେ ଛାତ୍ର

    May 24, 2022

    ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ପ୍ରତିବାଦ

    April 9, 2021

    ବିନା ବାଜାରେ ଯିବ ବର, ମଣ୍ଡପ ଓ ହୋଟେଲ ପାଇଁ ଜାରି ହେବ ଏସ୍‌ଓପି

    November 5, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.