Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ସହକାରୀ ଯନ୍ତ୍ରୀ: ୩ କୋଠା,୧୧ ପ୍ଲଟ୍‌, ୩୨ଭରି ସୁନା, କୋଟିଏ ବ୍ୟାଙ୍କ ଜମା
    ରାଜ୍ୟ

    ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ସହକାରୀ ଯନ୍ତ୍ରୀ: ୩ କୋଠା,୧୧ ପ୍ଲଟ୍‌, ୩୨ଭରି ସୁନା, କୋଟିଏ ବ୍ୟାଙ୍କ ଜମା

    NewsLaxmi7By NewsLaxmi7February 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଭୁବନେଶ୍ବର/ବାଲେଶ୍ବର : ରାଜଧାନୀ ସମେତ ପୁରୀ, ଚିଲିକା, ବାଲେଶ୍ବର ଆଦି ସ୍ଥାନରେ ଏକାଧିକ ପ୍ଲଟ୍‌। କେଉଁଠି ୩ ମହଲା ବିଳାସପୂର୍ଣ୍ଣ ଘର ତ କେଉଁଠି ଫ୍ଲାଟ୍‌। ତା’ ସାଙ୍ଗକୁ ପୁଳାପୁଳା ସୁନାଗହଣା ଏବଂ ବ୍ୟାଙ୍କ ଆକାଉଣ୍ଟ, ବୀମା ଓ ଅନ୍ୟାନ୍ୟ ବଣ୍ଡ୍‌କୁ ମିଶାଇ କୋଟିଏରୁ ଊର୍ଦ୍ଧ୍ବ ଜମା। ଏଭଳି ଜଣେ କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଧରିଛି। ସେ ହେଲେ, ବାଲେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ୍‌-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତି। ଗୁରୁବାର ଦିନ ରାଜ୍ୟ ଭିଜିଲାନ୍ସର ୭ଟି ଟିମ୍‌ ଏକକାଳୀନ ଭାବେ ଶ୍ରୀ ସେନାପତିଙ୍କ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁରସ୍ଥିତ ଭଡ଼ାଘର ସହ ସରକାରୀ କାର୍ଯ୍ୟାଳୟ, ପୁରୀ ଓ ଖୋର୍ଦ୍ଧାସ୍ଥିତ ପୈତୃକ ସଂପତ୍ତି ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍ସ ତାଙ୍କର ୩ କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା।

    ସୂଚନା ମୁତାବକ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେନାପତିଙ୍କ ପୈତୃକ ବାସଭବନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କୁଲାକୁଣ୍ଢେଇସ୍ଥିତ ଘର, ବାଣପୁର ଭଗବତୀସାହି ଘର, ଟାଙ୍ଗିସ୍ଥିତ ଶ୍ବଶୁର ଘର, ପୁରୀ ହରଚଣ୍ଡୀ ସାହି ବାସଭବନ ଓ ପୁରୀ ‘ଅନନ୍ୟା ପାମ୍‌ ବିଚ୍‌ ଫ୍ଲାଟ୍‌ରେ ଚଢ଼ଉ ହୋଇଥିଲା। ପୁରୀ ହରଚଣ୍ଡି ସାହିରେ ଶ୍ରୀ ସେନାପତିଙ୍କ ତିନିମହଲା ବିଶିଷ୍ଟ ଗୋଟିଏ କୋଠାଘର ଥିବା ବେଳେ କୁଲାକୁଣ୍ଢେଇରେ ଦୁଇ ମହଲା କୋଠା, ପୁରୀ ‘ଅନନ୍ୟା ପାମ୍‌ ବିଚ୍‌ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍‌, ଭୁବନେଶ୍ୱର, ପୁରୀ, ଚିଲିକା ଓ ଏହାର ଆଖପାଖରେ ୧୧ଟି ବାସପୋଯୋଗୀ ପ୍ଲଟ୍ ଠାବ କରାଯାଇଛି। ସେହିପରି ୩୨୩ ଗ୍ରାମ ଓଜନର ସୁନାଗହଣା, ନଗଦ ୧ଲକ୍ଷ ୨୨ହଜାର ୫ଶହ ଟଙ୍କା, କୋଟିଏ ୯ଲକ୍ଷ ଟଙ୍କାର ବ୍ୟାଙ୍କ, ଡାକ ଓ ବୀମା ଜମା, ସାଢ଼େ ୧୧ଲକ୍ଷର ଗୋଟିଏ ଟାଟା ନେକ୍ସନ୍‌ ଗାଡ଼ି, ୩ଟି ଦୁଇଚକିଆ ଗାଡ଼ି, ୨ଟି ମୋବାଇଲ୍‌, ଲାପଟପ୍‌ ଓ ଜରୁରୀ କାଗଜପତ୍ର ଜବତ କରାଯାଇଛି। ରାଜ୍ୟ ଭିଜିଲାନ୍ସର ୪ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୧୦ଜଣ ଇନ୍‌ସପେକ୍ଟର, ୨ଜଣ ସବ୍‌ଇନ୍‌ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleସୁରଙ୍କ ପରିବାର ରାଜନୀତି ଚର୍ଚ୍ଚା
    Next Article ଡାଆଣୀ ଭାବି ବୃଦ୍ଧା ମା ଓ ଝିଅକୁ ଅକଥନୀୟ ନିର୍ଯାତନା: କଙ୍ଗାରୁ କୋର୍ଟରେ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ପିଟିଲେ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୦୨୨ କରୋନା ପଜିଟିଭ୍

    May 23, 2022

    ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୨୨୬ କରୋନା ପଜିଟିଭ୍

    May 22, 2022

    ଲଜ୍‌ ରୁମ୍‌ରେ ଯୁବତୀଙ୍କ ଆତ୍ମହତ୍ୟା, ପୋଲିସ୍‌ର ଛାନ୍‌ଭିନ୍‌

    September 11, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.