ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ପ୍ରଧାନଶିକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ, ନିଜ ଖର୍ଚ୍ଚରେ ୧୦ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାପଡ଼ାହାଣ୍ଡି: ମହାପୁରୁଷଙ୍କୁ ସମ୍ମାନ ଜଣାଇବାରେ ନୂଆ ଉଦାହରଣ ସୃଷ୍ଟି କରିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ହିର୍ଲି ପ୍ରାଥମିକ ବିଦ୍ୟାଳୟ। ଆଜି ବିଦ୍ୟାଳୟ ପରିସରରେ ୧୦ଜଣ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ ଏବଂ ଗୌତମବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଛି। ‌ଏହିସବୁ ପ୍ରତିମୂର୍ତ୍ତି ପାଇଁ କୌଣସି ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇନାହିଁ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବପ୍ରସାଦ ପଣ୍ଡା ନିଜସ୍ବ ଖର୍ଚ୍ଚରେ ଏସବୁକୁ ସ୍ଥାପନ କରିଛନ୍ତି। ଏହିଭଳି ପଦକ୍ଷେପ ଦ୍ବାରା ସେ ଉଭୟ ମହାପୁରୁଷଙ୍କ ପ୍ରତି ସମ୍ମାନ ଏବଂ ବିଦ୍ୟାଳୟ ପ୍ରତି ସମର୍ପଣ ଭାବନାକୁ ପରିପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ନିଜ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟର ସୌନ୍ଦର୍ଯ୍ୟୀକରଣ କରିବାକୁ ସ୍ଥିର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ସହକର୍ମୀ ଏବଂ ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଥିଲେ। ଶେଷରେ, ମହାପୁରୁଷଙ୍କ ବଳିଦାନ ଏବଂ ଅବାଦନକୁ ସ୍ମରଣୀୟ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ସୋନପୁରର ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ ଏବଂ ଗୌତମବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଅଗ୍ରୀମ ଦେଇଥିଲେ। ଗୋଟିଏ ମୂର୍ତ୍ତି ପିଛା ୧୨ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କିଛିଦିନ ତଳେ ମୂର୍ତ୍ତି ଗୁଡ଼ିକ ନିର୍ମାଣ ହୋଇ ବିଦ୍ୟାଳୟକୁ ଆସିଥିଲା। ବିଦ୍ୟାଳୟର ପ୍ରବେଶ ପଥରେ ଶ୍ରୀ ଗଣେଶ ଏବଂ ଗୌତମବୁଦ୍ଧଙ୍କ ମୂର୍ତ୍ତିକୁ ସ୍ଥାପନ କରିଥିଲେ। ସେହିପରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକୁ ‌ବିଦ୍ୟାଳୟର ଗୋଟିଏ ପାର୍ଶ୍ବରେ ପିଣ୍ଡି କରି ସ୍ଥାପନ କରାଯାଇଥିଲା। ଏଥିପାଇଁ ଶ୍ରୀ ପଣ୍ଡାଙ୍କୁ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଜିଲ୍ଲାପାଳ ଡ. ‌କମଳ ଲୋଚନ ମିଶ୍ର ଆଜି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।