Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ, ଚଳିତ ବର୍ଷର ୧୨ଶ ନିକ୍ଷେପଣ
    ଦେଶ ବିଦେଶ

    ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ, ଚଳିତ ବର୍ଷର ୧୨ଶ ନିକ୍ଷେପଣ

    NewsLaxmi7By NewsLaxmi7July 12, 2023Updated:July 12, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ସିଓଲ୍‌: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି।

    ଉତ୍ତର କୋରିଆର ଉପରୋକ୍ତ ‌କ୍ଷେପଣାସ୍ତ୍ର ନିକ୍ଷେପଣ କଥା ଜାପାନୀ ସେନା ମଧ୍ୟ ରିପୋର୍ଟ କରିଛି।

    ଜାପାନୀ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ବିବୃତିରୁ ଉଦ୍ଧାର କରି ସମ୍ବାଦ ପ୍ରସାରଣକାରୀ ‘ନିପ୍ପନ୍‌ ହୋସୋ କ୍ୟୋକାଇ’ ବା ‘ଏନ୍‌ଏଚ୍‌କେ’ କହିଛି ଉକ୍ତ କ୍ଷେପଣାସ୍ତ୍ରଟି ଏବେ ମଧ୍ୟ ଆକାଶରେ ଗତିଶୀଳ ଅଛି।

    ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପଣ ସମ୍ବନ୍ଧରେ ତୁରନ୍ତ ଅନ୍ୟ କିଛି ବିବରଣୀ ମିଳିପାରି ନାହିଁ। ଏହାର ମାସକ ଆଗରୁ ମଧ୍ୟ ଉତ୍ତର କୋରିଆ ଗୋଟାଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଆଜିର କ୍ଷେପଣାସ୍ତ୍ର ନିକ୍ଷେପଣକୁ ମିଶାଇ ଏହା ହେଉଛି ଚଳିତ ବର୍ଷ ଉତ୍ତର କ‌ୋରିଆର ୧୨ଶ କ୍ଷେପଣାସ୍ତ୍ର ନିକ୍ଷେପଣ।

    North Korea fires missile on New Year's Day - The Japan News
    Image Courtesy of The Japan News

    ଆମେରିକୀୟ ଗୁପ୍ତଚର ବିମାନ ତା’ର ଆକାଶ ସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗବାର କିଛି ଦିନ ପରେ ଉତ୍ତର କୋରିଆ ଆଜି ଏହି କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି। ସେହିପରି, ନିକଟ ଅତୀତରେ ଆମେରିକାର ଗୋଟାଏ ଆଣବିକ ଶକ୍ତି ଚାଳିତ ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ବାହୀ ବୁଡ଼ାଜାହାଜର ଦକ୍ଷିଣକୋରିଆ ଆଗମନକୁ ମଧ୍ୟ ଉତ୍ତର କୋରିଆ ତୀବ୍ର ନିନ୍ଦା କରିଥିଲା।

    ସୂଚନାଯୋଗ୍ୟ, ୨୦୨୩ରେ ଉତ୍ତର କୋରିଆ ତା’ର ପ୍ରଥମ କଠିନ ଇନ୍ଧନ ଚାଳିତ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ମିସାଇଲ’ର (ଆଇସିବିଏମ୍‌) ବ୍ୟବହାରିକ ପରୀକ୍ଷଣ କରିଥିଲା। ଏହାଛଡ଼ା, ଗୋଟାଏ ନୂଆ ‘ଲଞ୍ଚ୍‌ ଭେଇକ୍ଲ୍‌’ରେ ଉତ୍ତର କୋରିଆ ତା’ର ପ୍ରଥମ ‘ସ୍ପାଇ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରି ବିଫଳ ହୋଇଥିଲା।

    Share. Facebook Twitter LinkedIn WhatsApp Email
    Previous Articleପବିତ୍ର ମୋହନଙ୍କ ନାମ‌ରେ ତାଳଚେର ମେଡିକାଲ କଲେଜ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    Next Article ଦିବ୍ରୁଗଡ଼-କନ୍ୟାକୁମାରୀ ସୁପରଫାଷ୍ଟ୍‌ରେ ଅଗ୍ନିକାଣ୍ଡ: ‘ବ୍ରେକ୍‌ ସୁ’ରୁ ବାହାରିଲା ଧୂଆଁ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ୨ବର୍ଷ ବିତିଲା, ଫେରିଲାନି ୧୦କୋଟି ଭତ୍ତା ଟଙ୍କା

    May 26, 2023

    ସଙ୍କଟ ସମୟରେ ବଦଳିଯାଏ ଏହି କୁଣ୍ଡର ଜଳ, ବିପଦ ସଙ୍କେତ ଦେଇଥାନ୍ତି ଦେବୀ ଖୀର ଭବାନୀ,

    February 24, 2021

    ଝାରସୁଗୁଡ଼ା ଉପନିର୍ବାଚନ: ମଇଦାନରେ ରହିଲେ ୯ ପ୍ରାର୍ଥୀ

    April 25, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.