Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ପୁଲିସ କବ୍‌ଜାରେ ଚୋର ଗ୍ୟାଙ୍ଗ: ୩ ବାଇକ ସହ ୧୦ ମୋବାଇଲ ଓ ଲାପଟପ୍ ଜବତ
    ଅପରାଧ

    ପୁଲିସ କବ୍‌ଜାରେ ଚୋର ଗ୍ୟାଙ୍ଗ: ୩ ବାଇକ ସହ ୧୦ ମୋବାଇଲ ଓ ଲାପଟପ୍ ଜବତ

    NewsLaxmi7By NewsLaxmi7July 12, 2023Updated:July 12, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା: ପୁଣି ମାତିଲେ ମୋଟରବାଇକ୍‌ ଚୋର ଗ୍ୟାଙ୍ଗ। ରାଉରକେଲା ଓ ଏହାର ଆଖପାଖରେ ମୋଟରବାଇକ୍‌ ଚୋରି କରୁଥିବା ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଛି ବ୍ରାହ୍ମଣୀତରଙ୍ଗ ପୁଲିସ। ସେମାନେ ହେଲେ ବେଦବ୍ୟାସ ବୁରୁଟୋଲାର ବବ୍‌ଲୁ ଓରଫ କହ୍ନେଇ ଲୁହା (୨୧), ସିଂହଟୋଲା ହନୁମାନମନ୍ଦିର ନିକଟରେ ରହୁଥିବା ରୁଦ୍ର ଓରଫ ଉତ୍ତମ ସିଂହ (୨୦), ଟୁଙ୍ଗୁରିଟୋଲା ସ’ ମିଲ୍‌ର ଦୀପକ କୁମାର ସ’ (୩୦), ବେଦବ୍ୟାସ ମନ୍ଦିରରୋଡର ଟିଙ୍କୁ ଓରଫ ତ୍ରିଲୋକନାଥ ଦୁବେ (୨୦)। ଏମାନଙ୍କ ନିକଟରୁ ତିନିଟି ମୋଟରବାଇକ୍‌, ୧୦ଟି ମୋବାଇଲ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ ହୋଇଛି। ଗିରଫ‌ ଚୋରମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

    ଆଜି ବ୍ରାହ୍ମଣୀତରଙ୍ଗ ଥାନା ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ଏସ୍‌. ସାମଦ କହିଛନ୍ତି, ଗତକାଲି ବେଦବ୍ୟାସ ବିଶ୍ବକର୍ମାବିହାର ଦାଣ୍ଡିଆପାଲିର ହର୍ସ ଅଗ୍ରୱାଲ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ, ଦାଣ୍ଡିଆପାଲି ରାଣାବାଇ ମାର୍ବଲ ଦୋକାନ ଆଗରୁ ତାଙ୍କ ମୋଟରବାଇକ୍‌ (ଓଡ଼ି୨୩-୭୨୧୬) କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ସେହି ଦିନ ରାତି ପ୍ରାୟ ସାଢ଼େ ୧୦ଟାରେ କେନାଲରୋଡ଼ ଗଣପତି ଆଲୁମିନିୟମ କାରଖାନାର ଜଗନାରାୟଣ ବଡ଼ାଇକ ସମାନ ଲିଖିତ ଅଭିଯୋଗ କରିଥିଲେ। ଗତ ୯ ତାରିଖ ରାତିରେ ତାଙ୍କ କ୍ବାର୍ଟର୍ସ ସମ୍ମୁଖରୁ କେହି ଜଣେ ଦୁର୍ବୃତ୍ତ ତାଙ୍କ (ଓଡି୧୪କେ-୧୭୫୦) ମୋଟରବାଇକ୍‌କୁ ଚୋରି ନେଇଥିଲେ। ଦୁଇଟି ଲିଖିତ ଅଭିଯୋଗ ଆଧାରରେ ବ୍ରାହ୍ମଣୀତରଙ୍ଗ ଥାନା ପକ୍ଷରୁ ଗଠିତ ସ୍ବତନ୍ତ୍ରଟିମ୍‌ ଚୋର ଗ୍ୟାଙ୍ଗକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ।

    Share. Facebook Twitter LinkedIn WhatsApp Email
    Previous Article୩୭୦ ଧାରା ଉଚ୍ଛେଦ ମାମଲା: ଅଗଷ୍ଟ ୨ରୁ ସୁପ୍ରିମ୍‌କୋର୍ଟରେ ଅନ୍ତିମ ଶୁଣାଣି
    Next Article ୨୫ ପ୍ଲେଟ୍‌ ସମୋସା ଅର୍ଡର କରି ୧ ଲକ୍ଷ ୪୦ ହଜାର ହରାଇଲେ ମୁମ୍ବାଇ ଡାକ୍ତର
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇନେଲେ କାର୍ତ୍ତିକ ତ୍ୟାଗୀ

    September 22, 2021

    ମିଗ୍-୨୯ ଟ୍ରେନର୍ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ନିଖୋଜ

    November 27, 2020

    ଅଧବାଟରେ ଜଳିଗଲା ଦଦରା ଆମ୍ବୁଲାନ୍ସ,,ଗାଡ଼ିକୁ ଚାହିଁ ଚାହିଁ ରୋଗୀ ମୃତ

    May 7, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.