Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଧରାପଡ଼ିଲା ମଣିଷଖିଆ ୧୦ ଫୁଟ୍‌ର କୁମ୍ଭୀର
    ରାଜ୍ୟ

    ଧରାପଡ଼ିଲା ମଣିଷଖିଆ ୧୦ ଫୁଟ୍‌ର କୁମ୍ଭୀର

    NewsLaxmi7By NewsLaxmi7July 20, 2023Updated:July 20, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଜନଗର : ଦୀର୍ଘ ୨୮ଦିନ ପରେ ବନବିଭାଗ ହାତରେ ଧରାପଡ଼ିଛି ମଣିଷଖିଆ ବଉଳା କୁମ୍ଭୀର। ସ୍ଥାନୀୟ ଲୋକଙ୍କ ସହଯୋଗରେ ବନବିଭାଗ ଗତ ୨୧ ତାରିଖଠାରୁ କସରତ କରୁଥିଲେ ମଧ୍ୟ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇପାରୁ ନ ଥିଲେ। ଯେଉଁ ପୋଖରୀରୁ ଏହି କୁମ୍ଭୀର ହାତିଆଗଡ଼ି ଗାଁର ସୀତାରାଣୀ ଦାସଙ୍କୁ ଝାମ୍ପି ନେଇଥିଲା ସେଥିରେ ଦଳ ବୋଝେଇ ହୋଇ ରହିଥିଲା। ପୋଖରୀ ସହିତ ସଂଯୋଗ କରୁଥିବା ନାଳ ଦଳରେ ଭର୍ତ୍ତି ଥିଲା। ଫଳରେ ବନବିଭାଗ ଏହି କୁମ୍ଭୀରକୁ ଧରିବାରେ ବିଫଳ ହୋଇଥିଲା।

    ଗତ ୫ଦିନ ଧରି ନାଳରେ କୁମ୍ଭୀର ଭାସିବା ଖବର ସ୍ଥାନୀୟ ଲୋକଙ୍କ ପାଖରୁ ପାଇବା ପରେ ବନବିଭାଗର କର୍ମଚାରୀମାନେ ଜାଲ ବସାଇ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ବୁଧବାର ଦିନ ପ୍ରାୟ ୧୦ଟା ବେଳେ ଏହି କୁମ୍ଭୀରଟି ମହୁଲିଆ କେନାଲରେ ଭାସୁଥିବା ଲୋକ ଦେଖିଥିଲେ। ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଂଜ ଅଫିସର ଚିତ୍ତ ରଂଜନ ବେଉରା, କନିକା ରେଂଜ ଅଫିସର ମାନସ କୁମାର ଦାସ ନେତୃତ୍ବରେ ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟଗାର୍ଡ ସୁନିଲ ରାଉତରାୟ, ବିଶ୍ବରଂଜନ ତରାଇ, ଗୀତାଞ୍ଜଳି ସାହୁ, ଦୋଳଗୋବିନ୍ଦ ନାୟକ, ଯଶୋବନ୍ତ ପ୍ରଧାନ, ମନୋରଂଜନ ସାହୁ, ଚନ୍ଦନ ମଲିକ, ସଂଜୟ ଜେନା ପ୍ରମୁଖ ବନବିଭାଗର ୪୦ଜଣିଆ ଟିମ୍ ସହିତ ସ୍ଥାନୀୟ ଲୋକେ ପ୍ରଥମେ କେନାଲରୁ ଦଳ ସଫା କରିବା ପରେ କୁମ୍ଭୀରକୁ ଧରିବା ପାଇଁ ଜାଲ ବିଛାଇଥିଲେ। ଦୀର୍ଘ ୭ ଘଣ୍ଟାର ଉଦ୍ୟମ ପରେ କୁମ୍ଭୀରକୁ କାବୁ କରାଯାଇଥିଲା। ୧୦ ଫୁଟ୍‌ ୩ ଇଞ୍ଚ ଲମ୍ବର ଏହି କୁମ୍ଭୀରକୁ ବାଉଁଶଗଡ଼ି ନଦୀରେ ଛାଡି ଦିଆଯାଇଛି।

    ସୂଚନାଯୋଗ୍ୟ, ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫) ଜୁନ ୨୧ ତାରିଖ ଦିନ ବାଡ଼ିରେ ଥିବା ପୋଖରୀ କୂଳରେ ବସି ବାସନ ମାଜୁଥିବା ବେଳେ ଏହି କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଏହି ଘଟଣାକୁ ନେଇ ଲୋକେ ପ୍ରତିବାଦ କରିବା ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ।

    Share. Facebook Twitter LinkedIn WhatsApp Email
    Previous Articleତୁଳା
    Next Article ଇଥାନଲ୍‌ ପ୍ଲାଣ୍ଟକୁ ବିରୋଧ: କୀଟନାଶକ ବୋତଲ ଧରି ଚାଷୀଙ୍କ ଆତ୍ମହତ୍ୟା ଧମକ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା

    July 3, 2022

    ମୋଦୀ ମ୍ୟାଜିକ ଆଗରେ ଫିକା ପଡିଲେ ବିରୋଧୀ । ଗୁଜରାଟରେ ପୁଣି ସରକାର ଗଢିଲା ବିଜେପି । ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ ।

    December 9, 2022

    ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଜ୍‌ରେ ରହିଛି ୨୦୦୦ କାର, ବିକ୍ରି କଲେ କିଣି ହେବ ଅନେକ ଦେଶ

    January 31, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.