Subscribe to Updates

    Get the latest creative news from FooBar about art, design and business.

    What's Hot

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    Facebook X (Twitter) Instagram
    Trending
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    • ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଦିଲ୍ଲୀରେ ଶ୍ରଦ୍ଧା ୱାକର ଭଳି ହତ୍ୟା
    ଦେଶ ବିଦେଶ

    ଦିଲ୍ଲୀରେ ଶ୍ରଦ୍ଧା ୱାକର ଭଳି ହତ୍ୟା

    NewsLaxmi7By NewsLaxmi7July 13, 2023Updated:July 13, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ଭଳି ହତ୍ୟା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତର ଦିଲ୍ଲୀର ଗୀତା କଲୋନି ଫ୍ଲାଏଓଭର ନିକଟରୁ ବୁଧବାର ସକାଳେ ଏକ ପଲିଥିନ ବ୍ୟାଗରୁ ଅତିକମ୍‌ରେ ୫ ଖଣ୍ଡ ହୋଇଥିବା ଏକ ମୃତଦେହ ମିଳିଛି। ମୁଣ୍ଡ ନଥିବା ଉକ୍ତ ମୃତଦେହ ଜଣେ ମହିଳାଙ୍କର ଭଳି ଜଣାପଡ଼ୁଛି। ମୃତବ୍ୟକ୍ତିର ଲିଙ୍ଗ ଯାଞ୍ଚ କରାଯାଉଛି। ଅର୍ଥୋ ଫରେନସିକ୍ ଏ କ୍ଷେତ୍ରରେ ଆମକୁ ସହାୟକ ହେବ। ଅଧିକ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ବୋଲି ଡିସିପି ସାଗର ସିଂହ କଲସି କହିଛନ୍ତି। ମୃତ ଶରୀର ସଂପର୍କରେ ପୁଲିସର କଣ୍ଟ୍ରୋଲ ରୁମ୍‌କୁ ସକାଳ ୯ଟା ୧୫ରେ କଲ୍‌ ଆସିଥିଲା। ଫୋନ କଲ୍ ଆସିଥିବା ଅଞ୍ଚଳଟି ୩ଟି ପୁଲିସ ଜିଲ୍ଲା ଅଧୀନରେ ଆସୁଥିବାରୁ ଘଟଣା ସ୍ଥଳକୁ ୩ଟି ପୃଥକ ଟିମ୍ ଯାଇଥିଲେ।

    ଶରୀରର କିଛି ଅଂଶ ପ୍ରଥମେ ଏକ ପଲିଥିନ ବ୍ୟାଗରୁ ମିଳିଥିବା ବେଳେ ଅନ୍ୟ କିଛି ଅଂଶ ନଥିଲା। ଖୋଜାଖୋଜି କରିବା ପରେ କିଛି ଦୂରରେ ଅନ୍ୟ ଏକ ବ୍ୟାଗରୁ ଶରୀରର କଟାଅଂଶ ମିଳିଥିଲା। ଉକ୍ତ ଅଞ୍ଚଳ କୋଟୱାଲି ଥାନା ଅଧୀନରେ ଆସୁଛି। ମୃତବ୍ୟକ୍ତିଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ। ଏକ ହତ୍ୟା ମାମଲା ରୁଜୁ ହୋଇଛି। ସଂପୃକ୍ତ ବ୍ୟକ୍ତିକୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଛି ବୋଲି ତଦନ୍ତକାରୀ ଅଧିକାରୀମାନେ ଅନୁମାନ କରୁଛନ୍ତି। ସେଠାରେ ସିସିଟିଭି ଯାଞ୍ଚ କରାଯାଉଛି।

    ଉଲ୍ଲେଖଯୋଗ୍ୟ, ଅଫତାବ ପୁନାୱାଲା ତା’ର ଲିଭ ଇନ ପାର୍ଟନରକୁ ଗତବର୍ଷ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଏକ ରେଫ୍ରିଜରେଟରରେ ସାଇତି ରଖିଥିଲା। ହତ୍ୟାର ୩ ମାସ ମଧ୍ୟରେ ଦକ୍ଷିଣ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ସେହି କଟାଅଂଶକୁ ଅଫତାବ ଫିଙ୍ଗିଥିଲା। ଗତବର୍ଷ ନଭେମ୍ବରରେ ଏହି ଜଘନ୍ୟ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା।

    Share. Facebook Twitter LinkedIn WhatsApp Email
    Previous Articleରାହୁଲଙ୍କ ସଦସ୍ୟତା ରଦ୍ଦ: କଳାପଟି ବାନ୍ଧି କଂଗ୍ରେସର ମୌନ ସତ୍ୟାଗ୍ରହ
    Next Article ୮ ମାସ ପରେ ଘରକୁ ଫେରିଲେ ତିନି ବାଂଲାଦେଶୀ ମତ୍ସ୍ୟଜୀବୀ: ସାମୁଦ୍ରିକ ବାତ୍ୟାରେ ଭାସି ଭାସି ଭାରତୀୟ ସୀମାକୁ ପଶି ଆସିଥିଲେ
    NewsLaxmi7
    • Website

    Related Posts

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼କାନ୍ଦୁଲପଡ଼ା ଗାଁରୁ ମୁନିଗୁଡ଼ା ରେଞ୍ଜ ବନ ବିଭାଗ କଲରାପତରିଆ ଛାଲ ଜବତ…

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସୁଶାନ୍ତ ସିଂହ ମାମଲା: ଆଜି କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିବ ଏନସିବି, ରିୟା ମୁଖ୍ୟ ଅଭିଯୁକ୍ତ

    March 5, 2021

    ଗଡ଼କରୀଙ୍କୁ ୧୦୦ କୋଟି ମାଗି ହତ୍ୟା ଧମକ, କର୍ଣ୍ଣାଟକ ଜେଲରେ ଗ୍ୟାଙ୍ଗଷ୍ଟର

    January 16, 2023

    ଅଭ୍ୟାସରେ ବ୍ୟସ୍ତ ଟିମ୍‌ ଇଣ୍ଡିଆ, ଶୁକ୍ରବାରଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌

    June 30, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.