ଧର୍ମ

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ନୀତି ସମ୍ପନ

ନୀଳଗିରି,୧୫/୫ ଚନ୍ଦନ,କର୍ପୂର, ତୁଳସୀ ରେ ମହକିଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରଥଦାଣ୍ଡ । ଆଜି ଅକ୍ଷୟ ତୃତୀୟା ତିଥୀରେ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ଉତ୍ସବ ସମାପନ ହୋଇଛି । ସକାଳେ ଦ୍ୱାରଫିଟା ନୀତି ପରେ ଆଜ୍ଞାମାଳ ନେଇ ରୀତିନୀତିରେ ପୂଜାର୍ଚ୍ଚନା ହୋମ ଯଜ୍ଞ ହୋଇଥିଲା । ପରେ ଅଖରେ ଚକ ଲଗାଯାଇ ରଥ ଅନୁକୂଳ ଅନୁଷ୍ଠିତ ହୋଇଛି । କୋଭିଡ ଗାଇଡଲାଇନ ସହ ସଟଡାଉନ କଟକଣା ପାଇଁ ଭକ୍ତ ଏହି ନୀତି ପୂଜା ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୀମିତ ସେବାୟତରେ ନୀତିକାନ୍ତି କରାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ