Subscribe to Updates

    Get the latest creative news from FooBar about art, design and business.

    What's Hot

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    Facebook X (Twitter) Instagram
    Trending
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଡିଏନ୍ ଆଇଟି ରେଡ୍: ଆସନ୍ତା ସପ୍ତାହରେ ଆସିବ ଇଡି
    ରାଜ୍ୟ

    ଡିଏନ୍ ଆଇଟି ରେଡ୍: ଆସନ୍ତା ସପ୍ତାହରେ ଆସିବ ଇଡି

    NewsLaxmi7By NewsLaxmi7July 8, 2023Updated:July 8, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଆୟ କର ଫାଙ୍କି ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢ଼ଉ ବେଳେ ଜବତ ହୋଇଥିବା ନଗଦ କୋଟି କୋଟି ଟଙ୍କା ଆସିଲା କେଉଁଠୁ? କାହାର ଏହି ଟଙ୍କା? କିଏ ଦେଲା? ଏକାଧିକ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା? କେଉଁ ଉଦ୍ଦେଶ୍ୟରେ ଠୁଳ କରି ରଖାଯାଇଥିଲା? ଏହି ଟଙ୍କାରେ କାହାର କାହାର ଲିଙ୍କ୍ ରହିଛି? ଏମିତି ଏକାଧିକ ଅସମାହିତ ପ୍ରଶ୍ନ ସାଧାରଣରେ ଛିଡ଼ା ହୋଇଥିବା ବେଳେ ଡିଏନ୍ ଗ୍ରୁପ୍ ସାମ୍ରାଜ୍ୟରେ ପଶି ଖୁବଶୀଘ୍ର ଛାନଭିନ୍ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବାରୁ ଇଡି ଆସନ୍ତା ସପ୍ତାହରେ ତଦନ୍ତ ଆରମ୍ଭ କରିବ ବୋଲି ବିଶ୍ବସ୍ତ ସୂଚନା ମିଳିଛି।

    ଦିଲ୍ଲୀର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଆସି ସ୍ଥାନୀୟ ଇଡି ଅଧିକାରୀଙ୍କ ସହ ମିଳିତ ଭାବେ ତଦନ୍ତ କରିବ। ଇଡି ତଦନ୍ତ କରିବା ପରେ କୋଟି କୋଟି ଟଙ୍କାର ଉତ୍ସ କ’ଣ, ସେ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଆୟକର ଅଧିକାରୀମାନେ ଆଜି ଡିଏନ୍ ଗ୍ରୁପ ଅଫ୍ କମ୍ପାନିଜ୍ ମାଲିକ ଜଗଦୀଶ ପ୍ରସାଦ ନାୟକ, ଅଧିକାରୀ ଚନ୍ଦ୍ରଶେଖର ପଣ୍ଡା ଓ ଅନ୍ୟ କିଛି ଅଧିକାରୀଙ୍କୁ ମାରାଥନ୍ ଜେରା କରିଛନ୍ତି। ନଗଦ ଟଙ୍କା ଓ ବ୍ୟାବସାୟିକ କାରବାର ସମ୍ପର୍କରେ ଖୋଳତାଡ଼ କରିଛନ୍ତି। ଆଜି ତୃତୀୟ ଦିନରେ ଚଢ଼ଉ କରାଯାଇଥିବା ବେଳେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଡିଏନ୍ ଗ୍ରୁପର ଏବେ ସୁଦ୍ଧା ୩୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ, ଲକର୍, ହାର୍ଡଡିସ୍କ, ଫାଇଲ ଜବତ କରାଯାଇଥିବା ଜଣାପଡ଼ିଛି।

    Share. Facebook Twitter LinkedIn WhatsApp Email
    Previous Articleଆଖିବୁଜା ଗଛ କାଟିଦେଲେ, ବଦଳିଲା ପାଣିପାଗ: ଆଷାଢ଼ରେ ମାଟି ଶୁଖିଲା
    Next Article ଭାରତୀୟ ରେଳକୁ ଶନିଦଶା: ୩୫ ଦିନରେ ଓଡ଼ିଶାର ୮ ଟ୍ରେନ୍‌ରେ ନିଆଁ
    NewsLaxmi7
    • Website

    Related Posts

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ…

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା ? ଭାରତକୁ ମିଳିବ ସବୁଠୁ ଶସ୍ତା ଭ୍ୟାକ୍ସିନ

    February 15, 2022

    ବୀରମହାରାଜପୁରରେ ବନ୍ୟା ପରିସ୍ଥିତି: ଖୋଲିଲା ଠେଙ୍ଗୋ ଡ୍ୟାମ୍‌ର ୬ ଗେଟ୍‌, ୨୮୮ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର

    August 3, 2023

    ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟା ମୃତ: ଅଳ୍ପକେ ବର୍ତ୍ତିଲେ ବାପାମାଆ

    August 20, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.