ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: କାରବାରକୁ ନେଇ ମନରେ ଲାଗି ରହିଥିବା ସଂଶୟ ଦୂର ହେବ। କୌଣସି କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବୃଷ: ଆପଣଙ୍କ ଜୀବନରେ ଖୁସି ଆସିବ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ।

ମିଥୁନ: ଭାବିଚିନ୍ତି ଅନ୍ୟମାନଙ୍କ ଆଗରେ ନିଜର କଥା ରଖନ୍ତୁ। ପୈତୃକ ସଂପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ଛାତ୍ରୀଙ୍କୁ କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ।

କର୍କଟ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ହେବ। ମହିଳାମାନେ କିଣାକିଣି ପାଇଁ ସହରକୁ ଯାଇପାରନ୍ତି। ଘନିଷ୍ଠ ଲୋକମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି।

ସିଂହ: ଆମଦାନି-ରପ୍ତାନି କାରବାରରେ ଲାଭ ପାଇବେ। କଲେଜ ବେଳର ସାଙ୍ଗ ସହିତ ଦେଖା ହେବ। ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

କନ୍ୟା: ବ୍ୟବସାୟ ସମ୍ବନ୍ଧରେ ପରିବାରର ବଡ଼ଙ୍କ ପରାମର୍ଶ ନେଇପାରନ୍ତି। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ପରିବାର ସହିତ ତୀର୍ଥରେ ଯିବା ପାଇଁ ଯୋଜନା କରିବେ।

ତୁଳା: କ୍ୟାରିୟର କ୍ଷେତ୍ରରେ ପଥଭ୍ରଷ୍ଟ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଧାରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ବିଛା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ମିଶିବାର ମଉକା ମିଳିପାରେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ମାନ ମର୍ଯ୍ୟାଦା ବଢ଼ିବ। ଲୁଗା ବ୍ୟବସାୟୀଙ୍କୁ ଲାଭ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଭଲ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ମକର: କୌଣସି ପୁରୁଣା ସମସ୍ୟା ଆପଣଙ୍କ ସମ୍ମୁଖକୁ ଆସିପାରେ। କୋର୍ଟ କଚେରି ମାମଲାଠୁଁ ଦୂରେଇ ରୁହନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

କୁମ୍ଭ: କୌଣସି ନିକଟ ସଂପର୍କୀୟଙ୍କୁ ବ୍ୟକ୍ତିଗତ କଥା କହିବେ। ମହିଳାମାନେ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯାଇପାରନ୍ତି। ଛାତ୍ରଙ୍କୁ ଉତ୍ତମ ପରିଣାମ ହାସଲ ହେବ।

ମୀନ: ଆପଣଙ୍କୁ କିଛି ନୂଆ କରିବାକୁ ଇଚ୍ଛା ହେବ। ବ୍ୟବସାୟରେ ଅଧିକ ଲାଭ ପାଇବା ପାଇଁ କାହାରି ସହଯୋଗ ପାଇବେ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ