![](https://newslaxmi7.com/wp-content/uploads/2024/02/6fdc1291-106f-427a-aa86-c9cb8a238c38.jpg)
ମେଷ: ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।
![](https://newslaxmi7.com/wp-content/uploads/2024/02/d003a547-988c-4fbf-a983-0f4a38c1b27c-1.jpg)
ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। ବନ୍ଧୁମାନଙ୍କ ଗହଣରେ ସନ୍ଧ୍ୟା କଟିବ।
![](https://newslaxmi7.com/wp-content/uploads/2024/02/mithuna.png)
ମିଥୁନ: ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ମତ କାମର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ।
![](https://newslaxmi7.com/wp-content/uploads/2024/02/598201c5-61d3-462c-a437-1970c46a88b6.jpg)
କର୍କଟ: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
![](https://newslaxmi7.com/wp-content/uploads/2024/02/8609a93c-7753-43c4-99d1-0f61c339e35d.jpg)
ସିଂହ: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ଜୀବନସାଥୀଙ୍କୁ ମନର କଥା କହିବେ।
![](https://newslaxmi7.com/wp-content/uploads/2024/02/42f604bd-fb0d-423e-b9c4-5c8771b669f5.jpg)
କନ୍ୟା: ଡାକ୍ତରଙ୍କ ଲାଗି ଦିନଟି ଉତ୍ସାହରେ ପରିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର ଦେଖାନ୍ତୁ, ସମ୍ମାନ ବଢ଼ିବ। ରାଜନେତାଙ୍କ ଉତ୍ସାହ ବଢ଼ିବ।
![](https://newslaxmi7.com/wp-content/uploads/2024/02/c5c30559-68af-4e11-b24c-8f3f9cdbc6db.jpg)
ତୁଳା: ମନରେ ରହିଥିବା ଭୁଲ୍ ଧାରଣା ଦୂର ହେବ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ।
![](https://newslaxmi7.com/wp-content/uploads/2024/02/1b5d7729-e24f-41cd-b703-1f3a91771ace.jpg)
ବିଛା: ଛାତ୍ରଛାତ୍ରୀ କଲେଜରେ ନୂଆ ସାଙ୍ଗ ଗଢ଼ିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସମ୍ପର୍କୀୟଙ୍କ ପ୍ରତି ସ୍ନେହ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
![](https://newslaxmi7.com/wp-content/uploads/2024/02/aab266ca-297a-4270-9f6d-f8aa93fab163.jpg)
ଧନୁ: ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅଚାନକ ଖୁସି ଖବର ପାଇବେ। ଜମି ସଂପର୍କିତ କାମ ପୂରା ହୋଇଯିବ।
![](https://newslaxmi7.com/wp-content/uploads/2024/02/ce8dc023-fca0-4a3f-a161-5a72b2e830f5.jpg)
ମକର: ଦିନଟି ବହୁତ ଶୁଭ। ଆପଣଙ୍କର ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ଦୋକାନୀଙ୍କୁ ଆଶାତୀତ ଲାଭ ମିଳିବ। ବେକାରଙ୍କୁ ଚାକିରିର ସୁଯୋଗ ମିଳିବ।
![](https://newslaxmi7.com/wp-content/uploads/2024/02/kumbha-1.png)
କୁମ୍ଭ: ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। ଜମି ଦଲାଲଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ। ମାଆ ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ।
![](https://newslaxmi7.com/wp-content/uploads/2024/02/60c1390a-17c1-4318-aa63-b46de4253774.jpg)
ମୀନ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ପିଲାମାନେ ବ୍ୟବସାୟରେ ପୂରା ସହଯୋଗ କରିବେ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।