Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଗ୍ରିନ୍‌ ମହାନଦୀ ମିସନ୍‌: କୁଆଡ଼େ ଗଲା ୫ କୋଟି ଗଛ?
    ରାଜ୍ୟ

    ଗ୍ରିନ୍‌ ମହାନଦୀ ମିସନ୍‌: କୁଆଡ଼େ ଗଲା ୫ କୋଟି ଗଛ?

    NewsLaxmi7By NewsLaxmi7July 10, 2023Updated:July 10, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିସନ( ଗ୍ରିନ ମହାନଦୀ ମିସନ) ଯୋଜନା ଘୋଷଣାକୁ ୫ ବର୍ଷ ପୂରିଛି। ୫ବର୍ଷରେ ୫ କୋଟି ଗଛ ଲଗାଇ ମହାନଦୀରେ ମୃତ୍ତିକା କ୍ଷୟ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ସବୁଜିମା ସୃଷ୍ଟି ଏହି ବୃହତ୍ତ ଯୋଜନାର ଲକ୍ଷ୍ୟ ଥିଲା। କିନ୍ତୁ ଏହା ଏବେ କେବଳ ଯୋଜନାରେ ହିଁ ରହିଯାଇଛି। ହୀରାକୁଦରୁ-ପାରାଦୀପ ମଧ୍ୟରେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲା‌ରେ ଲାଗିବାକୁ ଥିବା ୫ କୋଟି ଗଛରୁ ପାଞ୍ଚ ବର୍ଷ ଭିତରେ ୧୦ ପ୍ରତିଶତ ଗଛ ବି ଲାଗିନି। ଦୁଇ-ତିନିଟି ଜିଲ୍ଲାରେ ଯୋଜନ‌ା ଅଟକି ଥିବା ବେଳେ ଅନ୍ୟ ଜିଲ୍ଲାରେ ଏହା ଆରମ୍ଭ ବି ହୋଇ ପାରିନାହିଁ। କଟକ ଜିଲ୍ଲାର ମହାନଦୀ ଅବବାହିକାରେ ଥିବା ପ୍ରାୟ ୬୦୦ କିମି ପରିବ୍ୟାପ୍ତ ସ୍ଥାନରେ ଏ ଯାଏ ୧ଲକ୍ଷ ଗଛ ବି ଲାଗି ପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର କିନ୍ତୁ ଏଥିପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ରାଜ୍ୟ ସରକାରଙ୍କ ଫାଇନାନ୍ସ କମିଟି ବୈଠକରେ ଅନୁମୋଦନ ଲାଭ କରିଥିବା ଏହି ବୃହତ୍ତ ଯୋଜନା ଏକ ପ୍ରକ‌ାର ବିଫଳ ହୋଇଛି ବୋଲି ପରିବେଶବିତ୍ ମାନେ ମତ ରଖିଛନ୍ତି।

    Sambad English

    ତଥ୍ୟ ମୁତାବକ, ରାଜ୍ୟ ସରକାର ୨୦୧୮ ଜୁନ୍ ମାସରେ ଗ୍ରିନ୍ ମହାନଦୀ ମିସନ ଯୋଜନା ହାତକୁ ନେଇଥିଲେ। ଏହି ବୃହତ୍ତ ଯୋଜନାକୁ ସଫଳ ରୂପ ଦେବା ପାଇଁ ସରକାରଙ୍କ ଜଂଗଲ ବିଭାଗ, ଉଦ୍ୟାନ ବିଭାଗର ମିଳିତ ଉଦ୍ୟମ‌ରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ‌ହୋଇଥିଲା। ବିଗୁଡୁଥିବା ପରିବେଶ ସନ୍ତୁଳନର ମୁକାବିଲା ଓ ମୂର୍ତ୍ତିକା ସଂରକ୍ଷଣ ରୋକିବା ପାଇଁ ସରକାର ଏଭଳି ଏକ ବୃହତ୍ତ ତଥା ମହତ ଯୋଜନା ହାତକୁ ନେଇ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ପାଖାପାଖି ୫ କୋଟି ଗଛ ଲଗାଇବାକୁ ପ୍ରୟାସ ଆରମ୍ଭ ହୋଇଥିଲା।

    ଯୋଜନା ମୁତାବକ, ମହାନଦୀର ଦୁଇ ପାର୍ଶ୍ବରେ ୭୫ ହଜାର ୭୬୦ ଏକର ସରକାରୀ ଜମି, ୪୭ ହଜାର ୪୭୦ ଘରୋଇ ଜମିରେ ବୃକ୍ଷ ରୋପଣ କରାଯିବାର ଯୋଜନା ଥିଲା। ଏଥିପାଇଁ ୧୩୦୩ଟି ଗ୍ରାମକୁ ଚିହ୍ନଟ ମଧ୍ୟ କରାଯାଇଥିଲା। ପ୍ରତି ଗାଁରେ ଦୁଇଜଣ ବନଦୂତ ନିଯୁକ୍ତି ଦେବାର ‌ଯୋଜନା ହୋଇଥିଲା। ସାଧାରଣ ‌ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସଚେତନତା ସଭା ଆୟୋଜନ କରିବାକୁ ମଧ୍ୟ ବ୍ୟୟବରାଦ କରାଯାଇଥିଲା। ୨୦୧୮-୧୯ରେ ରାଜ୍ୟ ସରକାର ଏଥିପାଇଁ ୫୯.୪୮ କୋଟି ଟଙ୍କା ମଂଜୁର କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ବ୍ୟୟ ହୋଇ ଚାଲିଥିଲେ ବି ଯୋଜନା ବାଟବଣା ହେବା ଉଦ୍‌ବେଗର କାରଣ ହୋଇଛି

    Share. Facebook Twitter LinkedIn WhatsApp Email
    Previous Articleକମିସନରେଟ୍‌ ପୁଲିସ ପଞ୍ଝା‌ରେ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌: ବନ୍ଧାହେଲେ ୪ ପେସାଦାର, ବଣିଆ
    Next Article ନକଲି ବିଟ୍‌କଏନ୍‌ରେ ୨ କୋଟି ନିବେଶ, ୧୨ ଉଚ୍ଚଶିକ୍ଷିତଙ୍କ ଛାତି ଧଡ଼ଧଡ଼
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଅନ୍‌ଲାଇନ୍‌ ଗେମ୍‌ ସଂସାର ଉଜାଡ଼ିଲା: ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟାକଲେ ଶିକ୍ଷକ

    March 7, 2023

    ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ

    May 26, 2023

    କୋଣାର୍କ ଉତ୍ସବ : ଚତୁର୍ଥ ସନ୍ଧ୍ୟାର ପରିବେଶିତ ହୋଇଛି ଭାରତନାଟ୍ୟମ୍

    December 5, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.