Subscribe to Updates

    Get the latest creative news from FooBar about art, design and business.

    What's Hot

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023
    Facebook X (Twitter) Instagram
    Trending
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ରାଜ୍ୟପାହ୍ୟା ପାଇବ
    ଦେଶ ବିଦେଶ

    କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ରାଜ୍ୟପାହ୍ୟା ପାଇବ

    NewsLaxmi7By NewsLaxmi7August 30, 2023Updated:August 30, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ତାହା ‌ହେଲା କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ତା’ର ରାଜ୍ୟ ପାହ୍ୟା ଫେରି ପାଇବ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା। ଖୁବ୍‌ଶୀଘ୍ର ଏହା ରାଜ୍ୟ ମାନ୍ୟତା ଫେରିପାଇବ। ଉଚ୍ଚସ୍ତରୀୟ ବୈଠକ ପରେ ଏହାର ସମୟସୀମା ସମ୍ପର୍କରେ ଅଗଷ୍ଟ ୩୧ ସୁଦ୍ଧା ସେ କୋର୍ଟଙ୍କୁ ଅବଗତ କରାଇବେ। ତେବେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିବ ବୋଲି ମେହେଟ୍ଟା କହିଥିଲେ।

    ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା। ତାହାର ଏବେ ଶୁଣାଣି ଚାଲିଛି। ସୋମବାର କେନ୍ଦ୍ର ସରକାର କହିଥିଲେ ଯେ, ଜମ୍ମୁ-କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଏକ ଅସ୍ଥାୟୀ ବ୍ୟବସ୍ଥା ଏବଂ ଏହାକୁ ତା’ର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ସଲିସିଟର ଜେନେରାଲ ମେହେଟ୍ଟା କହିଥିଲେ, କିଛିଦିନ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ରହିବା ଆବଶ୍ୟକ ଥିଲା। ଗୃହମନ୍ତ୍ରୀ ସଂସଦରେ ଏହାର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି କହିଥିବା ମେହେଟ୍ଟା ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ ଆଗରେ କହିଥିଲେ। ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଯୁକ୍ତିରେ ସହମତି ପ୍ରକାଶ କରିଥିଲେ ଯେ, ଜମ୍ମୁ-କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନର ଅଧୀନ ଏବଂ ଏହା ଉପରେ ନିର୍ଣ୍ଣୟ ନେବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି। ମେହେଟ୍ଟା କହିଥିଲେ ଯେ, ଜମ୍ମୁ-କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନର ଅଧସ୍ତନ ବୋଲି ପ୍ରମାଣ କରିବା ଲାଗି ଯଥେ‌ଷ୍ଟ ଉପାଦାନ ରହିଛି। ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭା ବାସ୍ତବରେ ଆଇନ ତିଆରି କରୁଥିବା ଏକ ବିଧାନସଭା ବୋଲି ସେ କହିଥିଲେ।

    Share. Facebook Twitter LinkedIn WhatsApp Email
    Previous Articleପୁଣି ଚୀନ୍‌ର ପାଗଳାମି: ନିଜ ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଦେଖାଇଲା
    Next Article ଜାମିନ ପରେ ଇମ୍ରାନ ପୁଣି ଗିରଫ
    NewsLaxmi7
    • Website

    Related Posts

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ଭୁବନେଶ୍ବର: ଲାଲ କେଶର ଅଣ୍ଡାକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି। ମାତ୍ର ଭିଟାମିନ ଏ ଯୁକ୍ତ ଲାଲ କେଶର ବତକ…

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନିଜ ଚଳଚ୍ଚିତ୍ରରେ ଆଲିଆଙ୍କୁ ‘ହିରୋଇନ୍‌’ ନୁହେଁ, ‘ହିରୋ’ ଭାବେ ନେବାକୁ ଚାହାନ୍ତି ରାଜମୌଲୀ

    March 22, 2022

    ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ ଏହି ଯୋଡି, ଆସନ୍ତା ବର୍ଷ ହୋଲିରେ ହେବ ରିଲିଜ୍‌

    March 3, 2022

    ଆମେ ସୁପରଷ୍ଟାର୍ସଙ୍କ ଉପରେ ନିର୍ଭରଶୀଳ ନୁହେଁ, ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଆକ୍ଷେପ କଲେ ବାଭୁମା

    January 22, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.