Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!
    ରାଜ୍ୟ

    କର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!

    NewsLaxmi7By NewsLaxmi7May 12, 2023Updated:May 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : କର୍କଟ ରୋଗୀଙ୍କୁ ବି ରେଡିଏସସନ୍‌ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡୁଛି ତିନି ସପ୍ତାହ। କେବେ ପାଳି ପଡିବ, ସେ ଅପେକ୍ଷାରେ ରହିଲା ବେଳକୁ ଏପଟେ ରୋଗ ବଢି ଚାଲିଛି। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭରସା ଛାଡି, ଜମିବାଡ଼ି ବନ୍ଧା ପକାଇ ଘରୋଇ ହସ୍ପିଟାଲକୁ ଯାଉଛନ୍ତି କର୍କଟ ରୋଗୀ। ଏପଟେ କିନ୍ତୁ ନଭେମ୍ବର ସୁଦ୍ଧା ୨ଟି ଲିନାକ୍‌ ମେସିନ୍‌ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟକ୍ଷମ ହେବାକୁ ଥିଲେ ବି ତାହା ହୋଇପାରୁନି। ମେସିନ୍‌ ଯୋଗାଇଥିବା ସଂସ୍ଥା ତାଲିମ୍‌ ଦେବା ପାଇଁ ନାମ ତାଲିକା ମାଗୁଥିବାବେଳେ କର୍କଟ କେନ୍ଦ୍ରରେ ରେଡିଓଥେରାପି ଟେକ୍ନିସିଆନ ନାହାନ୍ତି। କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଛନ୍ତି। ନୂତନ ମେସିନ୍‌ରେ ରୋଗୀଙ୍କ ଚିକିତ୍ସା ଜୁଲାଇ ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା।

    କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୂର୍ବରୁ ୨ଟି କୋବାଲ୍ଟ ମେସିନ୍‌ ରହିଥିଲା ଓ ୨ଟି ଲିନାକ୍‌ ବଙ୍କର ରହିଥିଲା। ଉକ୍ତ ୪ଟି ମେସିନ୍‌ରେ ୩୫୦ ରୋଗୀଙ୍କୁ ରେଡିଏସନ୍‌ ଚିକିତ୍ସା ଦିଆଯାଇପାରୁଥିଲା। ତେବେ ଗୋଟିଏ କୋବାଲ୍ଟ ମେସିନ୍‌ ୨୬ବର୍ଷ ଅତିକ୍ରମ କରିବା ପରେ ତାକୁ ସେବାରୁ ବିରାମ ଦିଆଯାଇଥିଲା। ଯାହାଫଳରେ ଏବେ କର୍କଟ ‌କେନ୍ଦ୍ରରେ ରହିଛି ୩ଟି ମେସିନ୍‌। ଗୋଟିଏ କେବାଲ୍ଟ ମେସିନ୍‌ରେ ୧୫୦ ରୋଗୀଙ୍କ ଚିକିତ୍ସା ହୋଇପାରୁଥିବାବେଳେ ଅନ୍ୟ ଦୁଇଟି ଲିନାକ୍‌ ମେସିନ୍‌ରେ ପ୍ରତିଦିନ ୧୨୦ଜଣ ରୋଗୀଙ୍କ ଚିକିତ୍ସା ହୋଇପାରୁଛି। କିନ୍ତୁ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ପାଇଁ ୨୦୨୨, ଅଗଷ୍ଟ ଶେଷ ସପ୍ତାହରେ ୩୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଦୁଇଟି ଲିନାକ୍‌ ମେସିନ୍‌ କିଣାଯାଇଛି। ଏହାର କାମ ସରିବା ଉପରେ। ସରକାରୀ ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ଶେଷ ସୁଦ୍ଧା ଏହି ଦୁଇଟି ଲିନାକ୍‌ ମେସିନ୍‌କୁ କାର୍ଯ୍ୟକ୍ଷମ କରାଯିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାମ ସରିନଥିବାରୁ ଜୁନ୍‌ ଶେଷ ସୁଦ୍ଧା ଏହାର କାମ ସରିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଦୁଇଟି ମେସିନ୍‌ ଇନଷ୍ଟଲେସନ୍‌ ସରିଥିବାବେଳେ ଏଥିପାଇଁ ନିଯୁକ୍ତି ପାଇବେ ୮ଜଣ ରେଡିଓଥେରାପି ଟେକ୍ନିସିଆନ। ଟେକ୍ନିସିଆନମାନଙ୍କ ନିଯୁକ୍ତି ସଂକ୍ରାନ୍ତ ତାଲିକା ପ୍ରକାଶ ପାଇଥିଲେ ସୁଦ୍ଧା ଏହାକୁ ନେଇ ପୁରୁଣା ଟେକ୍ନିସିଆନ୍‌ମାନେ ଦରମା ଅସଙ୍ଗତିକୁ ନେଇ କୋର୍ଟକୁ ଯାଇଛନ୍ତି।

    ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ରେଡିଓଥେରାପି ଟେକ୍ନିସିଆନ ନଥିଲେ। ଫଳରେ ସେହି ସମୟରେ ରେଡିଓଗ୍ରାଫରଙ୍କୁ ତାଲିମ୍‌ ଦେଇ କୋବାଲ୍ଟ ମେସିନ୍‌ କାମ କରାଯାଉଥିଲା। ଏବେ ଜୁନ୍‌ ଶେଷ ସୁଦ୍ଧା ଲିନାକ୍‌ ମେସିନ୍‌ ପ୍ରସ୍ତୁତ ହେବ ଓ ଜୁଲାଇରୁ ରେଡିଏସନ୍‌ ଚିକତ୍ସା ଆରମ୍ଭ କରାଯିବ ବୋଲି କର୍କଟ କେନ୍ଦ୍ର ପ୍ରସ୍ତୁତି ଚଳାଇଥିବା ବେଳେ ନିଯୁକ୍ତି ନେଇ ରହିତାଦେଶ ପରେ ତାଲିମ ପାଇଁ ରେଡିଓଥେରାପି ଟେକ୍ନିସିଆନ ପାଉନାହାନ୍ତି କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ।

    Share. Facebook Twitter LinkedIn WhatsApp Email
    Previous Articleଶୁଖିଲା ପଡ଼ିଛି ‘ଭାର୍ଗବୀ’; ବର୍ଷା ଦିନେ ଉବୁଟୁବୁ, ଖରାଦିନେ ପାଣି ଟୋପେ ନାହିଁ
    Next Article ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ସିଧା ପ୍ରଶ୍ନ: ବାବୁ ଟଙ୍କା ପଠାଇଥିଲି, ତତେ ମିଳିଲା କି?
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସ୍କୁଲ ବନ୍ଦ କରିବାକୁ ନେଇ ଶିକ୍ଷା ବିଭାଗ ଦେଲା ଏହି ସୂଚନା, ତୃତୀୟ ଲହର ଆଶଙ୍କା

    December 11, 2021

    ଦୁର୍ଯ୍ୟୋଧନଙ୍କ କନ୍ୟା ସହ ଶ୍ରୀକୃଷ୍ଣ କାହିଁକି ନିଜ ପୁଅର ବିବାହ କରିଥିଲେ ଜାଣନ୍ତୁ …

    October 25, 2020

    ମୋରଡ଼ା ବ୍ଲକ୍‌ ସଦର ମହକୁମାରେ ଜଳସଙ୍କଟ

    February 15, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.