Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି
    ରାଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି

    NewsLaxmi7By NewsLaxmi7March 28, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

    ଭୁବନେଶ୍ବର : ଦୀର୍ଘ ମାସ ହେଲା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ହୋଇପାରୁ ନଥିବାରୁ ଘର ଆଶାୟୀ ହତାଶ ହୋଇଗଲେଣି। ଏପରିକି ଯେତିକି ଆପାର୍ଟମେଣ୍ଟରେ କିଣାବିକା ହୋଇଛି ସେଠାରେ ଆପାର୍ଟମେଣ୍ଟ ମାଲିକମାନେ କ୍ରେତାଙ୍କୁ ବିଭିନ୍ନ ପ୍ରକାରର ହଇରାଣ କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩ ଆଣିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଏହି ବିଲ୍ ଆଗତ କରିଛନ୍ତି। ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଥିବାବେଳେ ଖୁବ୍ ଶୀଘ୍ର ଏହାକୁ ପାରିତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ବିଲ୍‌ ପାରିତ ହେଲେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ।

    ଏହି ବିଲ୍‌ ଅନୁଯାୟୀ, ସଂପୂର୍ଣ୍ଣ ସତ୍ତ୍ବ ଥିବା ସ୍ଥିତିବାନ ଜମି, ୩୦ବର୍ଷ ବା ତଦୁର୍ଦ୍ଧ ଅବଧି ଲାଗି ନିଆଯାଇଥିବା ଲିଜ୍ ଜମିରେ (ସବଲିଜ୍ ସମେତ) ଏହି ଅଧିନିୟମ ପ୍ରାରମ୍ଭ ପୂର୍ବରୁ ହେଉ କି ପରେ ହେଉ, ନିର୍ମିତ ହୋଇଥିବା ସମସ୍ତ ଆପାର୍ଟମେଣ୍ଟ ବା ଆପାର୍ଟମେଣ୍ଟ ଭାବେ ରୂପାନ୍ତରିତ ହୋଇଥିବା ସମସ୍ତ କୋଠାଗୁଡ଼ିକ ପ୍ରତି ଏହି ଅଧିନିୟମର ବ୍ୟବସ୍ଥାମାନ ପ୍ରଯୁଜ୍ୟ ହେବ। ସମସ୍ତ ନୂଆ ଓ ପୁରୁଣା‌ ଆପାର୍ଟମେଣ୍ଟ ପାଇଁ ଏହା ଲାଗୁ ହେବ। ହେଲେ କୌଣସି ସରକାରୀ ବିଭାଗ ବା‌ ସରକାରୀ ଉଦ୍ୟୋଗର କାର୍ଯ୍ୟାଳୟ ରୂପେ ବା ଅନ୍ୟ କୌଣସି ଭାବେ ବ୍ୟବହୃତ ହେଉଥିବା କୋଠା ବା ମାଲିକ ନିଜର ବ୍ୟବହାର ନିମନ୍ତେ ବା ଅନ୍ୟମାନଙ୍କୁ ଭଡ଼ା ଦେବା ନିମନ୍ତେ ବ୍ୟବହାର କରୁଥିବା କୋଠା ପାଇଁ ଏହି ଅଧିନିୟମର ବ୍ୟବସ୍ଥାମାନ ପ୍ରଯୁଜ୍ୟ ହେବ ନାହିଁ।

    ବାସଗୃହ ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ ‘କମନ୍ ଏରିଆ’ ବୋଲି ବିବେଚନା କରାଯିବ। ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଓରେରା ସାର୍ଟିଫିକେଟ୍ ଓ ଆସୋସିଏସନ୍ ଥିଲେ ହିଁ ଆପାର୍ଟମେଣ୍ଟ ଡିଡ୍ ରେଜିଷ୍ଟ୍ରେସନ ହୋଇପାରିବ। କୌଣସି ପ୍ରକଳ୍ପରେ ଅତିକମ୍‌ରେ ୭ ଜଣ ବାସଗୃହ କ୍ରେତା କିମ୍ବା ୫୦ ପ୍ରତିଶତ କ୍ରେତା ହେବା ପରେ (ଯେଉଁଠି କମ୍) ଆସୋସିଏସନ୍ ଗଠନ ହୋଇପାରିବ। ତେବେ ଗୋଟିଏ ପ୍ରକଳ୍ପରେ ମାତ୍ର ଗୋଟିଏ ହିଁ ଆସୋସିଏସନ୍ ହୋଇପାରିବ। ସେହିପରି ଆସୋସିଏସନ୍ ଗଠନ ଲାଗି ପ୍ରକଳ୍ପରେ ଏକାଧିକ ଆପାର୍ଟମେଣ୍ଟ ମାଲିକ ହୋଇଥିବା ବ୍ୟକ୍ତି ମାତ୍ର ଗୋଟିଏ ହିଁ ଭୋଟ୍ ଦେଇପାରିବେ। ଯଦି ଆପାର୍ଟମେଣ୍ଟ ମାଲିକଙ୍କର ‌କିଛି ଫ୍ଲାଟ୍ ବିକ୍ରି ହୋଇନଥିବ ତେବେ ସେସବୁକୁ ମିଶାଇ ଆପାର୍ଟମେଣ୍ଟ ଏକମାତ୍ର ସଦସ୍ୟ ଭାବେ ଆସୋସିଏସନ୍‌ରେ ସାମିଲ୍‌ ହୋଇପାରି‌ବେ ଏବଂ ଗୋଟିଏ ଭୋଟ୍ ଦେଇପାରିବେ। କେବଳ ଏତିକି ନୁହେଁ, ଆପାର୍ଟମେଣ୍ଟରେ କେହି ଆସୋସିଏସନ୍‌ର ବିନା ଲିଖିତ ଅନୁମତି‌ରେ ବାହାର ପାର୍ଶ୍ବ କାନ୍ଥ ଓ ଝରକାରେ ଅନ୍ୟ ରଙ୍ଗ ଲଗାଇପାରିବେନି। ସାଧାରଣ କ୍ଷେତ୍ର ଓ ସୁବିଧା ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର କରିବେ। ଆପାର୍ଟମେଣ୍ଟରେ କୌଣସି ଅତିରିକ୍ତ ନିର୍ମାଣ କରିପାରିବେନି। ଭଡ଼ାଟିଆଙ୍କ କୌଣସି କାର୍ଯ୍ୟ ପାଇଁ ମାଲିକମାନେ ଦାୟୀ ରହିବେ। ସାଧାରଣ ଦେୟ ବାବଦକୁ ଧାର୍ଯ୍ୟ ଦେୟ ଆପାର୍ଟମେଣ୍ଟ ମାଲିକମାନେ ଦେବେ। ସେମାନେ ସାଧାରଣ କ୍ଷେତ୍ର ସୁବିଧା ବ୍ୟବହାର କରୁନାହାନ୍ତି ବା ଆପାର୍ଟମେଣ୍ଟରେ ରହୁନାହାନ୍ତି କହି ଏଥିରୁ ନିଜକୁ ମୁକ୍ତ କରିପାରିବେନି।

    ଏହାସହ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ଢାଞ୍ଚାର ଗୁଣାବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିଲ୍ ପାଇଁ ବ୍ୟବସ୍ଥା ପ୍ରଦାନ ସହ ଆଇନର ବିଭିନ୍ନ ଧାରାକୁ ସ୍ପଷ୍ଟ କରାଯାଇଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    barun gandhi breaking news interview kanak news latest news latest update odia news odisha famous people odisha khabar odisha latest odisha latest news odisha political news otv otv live political update politices rahul gandhi sonia gandhi speech
    Share. Facebook Twitter LinkedIn WhatsApp Email
    Previous Articleରାଜ୍ୟରେ ୧୮ହଜାର ୨୬୮ଲୋକଙ୍କ ହାତରେ ବନ୍ଧୁକ
    Next Article ୨୦ ଲକ୍ଷ ମେଟ୍ରିକ ଟନ୍‌ ବଳକା ଚାଉଳ ଶୀଘ୍ର ନିଅ, କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜାଣନ୍ତୁ ଆଜିର ରାଶିଫଳ

    December 28, 2021

    ପାକିସ୍ତାନର ଏହି ମନ୍ଦିରରୁ ଆରମ୍ଭ ହୋଇଥିଲା ଭାରତରେ ହୋଲି ପାଳନର ପ୍ରଥା

    October 23, 2020

    ଇଂଲଣ୍ଡ ଗସ୍ତ ନେଇ ଦ୍ରାବିଡ଼ଙ୍କ ଭବିଷ୍ୟବାଣୀ ‘ଭାରତ ୩-୨ରେ ଶୃଙ୍ଖଳା ଜିତିବ’

    May 11, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.