କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏମାସରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ : ଜାଣନ୍ତୁ କେବେ ଏବଂ ଦେଖାଯିବ କେଉଁଠାରେ?

ଏମାସରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ମାର୍ଗଶୀର ଅମାବାସ୍ୟାରେ ଡିସେମ୍ବର ୧୪ତାରିଖରେ ସୂର୍ଯ୍ୟ ପରାଗ ଲାଗୁଛି। ଏହା ପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ଲାଗିଥିଲା।
ଏହା ପୂର୍ବରୁ ଆଷାଢ଼ କୃଷ୍ଣ ଅମାବାସ୍ୟା ଜୁନ୍ ୨୧ତାରିଖରେ ରବିବାର ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଲାଗିଥିଲା,ଯାହା ଭାରତରେ ମଧ୍ୟ ଦେଖାଯାଇଥିଲା।
ସୂର୍ଯ୍ୟ ପରାଗ ଡିସେମ୍ବର ୧୪ତାରିଖରେ ସନ୍ଧ୍ୟା ୭ଟା ବାଜି ୦୩ମିନିଟରେ ହେବ ଏବଂ ଡିସେମ୍ବର ୧୫ତାରିଖ ରାତି ୧୨ଟାରେ ସମାପ୍ତ ହେବ ପୋଲି କୁହାଯାଉଛି।
ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା,ଆଟଲାଣ୍ଟିକ ମହାସାଗର,ଆଫ୍ରିକା ଆଦି ଦେଶରେ ଦେଖାଯାଇପାରିବ। ଭାରତରେ ନ ଦେଖାଯିବା ଯୋଗୁଁ ଏହାର ଧାର୍ମିକ ମହତ୍ତ୍ବ ନଥିବା କଥା କୁହାଯାଉଛି। ଭାରତରେ ନ ଦେଖାଯିବା କାରଣରୁ ପରାଗର ସୂତକ କାଳ ମାନ୍ୟ କରାଯିବ ନାହିଁ।
୨୦୨୦ବର୍ଷରେ ମୋଟ ୬ଟି ଗ୍ରହଣ ଲାଗିଛି। ଏଥିରେ ୩ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,