Subscribe to Updates

    Get the latest creative news from FooBar about art, design and business.

    What's Hot

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    Facebook X (Twitter) Instagram
    Trending
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’, ଓଡ଼ିଆ ଭାଷାରେ ପରିବେଷଣ କରିବ ଖବର
    ରାଜ୍ୟ

    ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’, ଓଡ଼ିଆ ଭାଷାରେ ପରିବେଷଣ କରିବ ଖବର

    NewsLaxmi7By NewsLaxmi7July 10, 2023Updated:July 10, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ନ୍ୟୁଜ୍ ଆଙ୍କର ‘ଲିସା’। ଓଟିଭି ପକ୍ଷରୁ ଆଜି ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି। ହୋଟେଲ ପ୍ରେସିଡେନ୍ସିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଓଟିଭି ନେଟୱର୍କର ସହ-ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ସେ କହିଥିଲେ, ଆଜି ପର୍ଯ୍ୟନ୍ତ ନ୍ୟୁଜ୍‌ ରୁମ୍‌ରେ ନ୍ୟୁଜ୍‌ ରିଡର୍‌ମାନେ ଟେଲି ପ୍ରମ୍ପଟର୍‌ ଦେଖି ନ୍ୟୁଜ୍‌ ପଢ଼ୁଥିଲେ। ହେଲେ ଏବେ ଏଆଇ ସହାୟତାରେ ମଣିଷ ସଦୃଶ ଦେଖାଯାଉଥିବା ରୋବଟ୍‌ ‘ଲିସା’ ନ୍ୟୁଜ୍‌ ପଢ଼ିବ। ଲିସା କେବଳ ବୁଦ୍ଧିମତୀ ନୁହେଁ, କେବେ ଥକି ଯାଉନଥିବା ଓ କେବେ ବୟସ ବଢ଼ୁନଥିବା ଜଣେ ଆକର୍ଷଣୀୟ ନ୍ୟୁଜ୍‌ ଆଙ୍କର। ଏଥିସହ ଇଂରାଜୀରେ ନୁହେଁ, ଏଆଇ ଆଙ୍କର ଲିସା ଆମ ଓଡ଼ିଆ ଭାଷାରେ ହିଁ ଖବର ପରିବେଷଣ କରିବ। ଫଳରେ ଆମ ଭାଷାର ମଧ୍ୟ ଅଧିକରୁ ଅଧିକ ପ୍ରଚାରପ୍ରସାର ହୋଇପାରିବ।

    ଏହି ଅବସରରେ ଶ୍ରୀମତୀ ପଣ୍ଡା ଦର୍ଶକଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ଯାଇ କହିଛନ୍ତି, ଏଆଇ ଯେ ଭବିଷ୍ୟତରେ ନ୍ୟୁଜ୍‌ ରିଡର୍‌ମାନଙ୍କର କିମ୍ବା ସାମ୍ବାଦିକମାନଙ୍କ ଚାକିରି ଛଡ଼ାଇ ନେବ, ସେ ଆଶଙ୍କା ଭୁଲ୍‌। ମଣିଷ ଓ ଏଆଇ ମଧ୍ୟରେ କୌଣସି ପ୍ରତିଯୋଗିତା ଏବେ ହେଉନାହିଁ। ମଣିଷ ତିଆରି କରିଥିବା ଏକ ବିଜ୍ଞାନ ବା ପ୍ରଯୁକ୍ତିବିଦ୍ୟା ଯେ ମଣିଷର ସ୍ଥାନ ଦିନେ ନେଇଯିବ ତାହା ଚିନ୍ତା କରିବା ଭୁଲ ହେବ। ତେବେ ମଣିଷ ଓ ଏଆଇ ଏକାସହ ମିଶି କାମ କଲେ, ଆମେ ଅଧିକ ତ୍ରୁଟିଶୂନ୍ୟ ଓ ତଥ୍ୟଭିତ୍ତିକ ହୋଇପାରିବା। ଏଆଇ ବିଭିନ୍ନ ଅନ୍‌ଲାଇନ୍‌ ସାଇଟ୍‌ରୁ ତଥ୍ୟ ସଂଗ୍ରହ କରି ଖବର ପରିବେଷଣ କରୁଥିବାରୁ, ମିଛ ଖବର ପ୍ରସା‌ରଣର ଭୟ ରହିଛି। ଏଥିପାଇଁ ଏବେ ଏଥିରେ ମାନବୀୟ ସହାୟତାର ଆବଶ୍ୟକତା ରହିଛି। ଏହି ଅବସରରେ ଓଟିଭିର ଡିଜିଟାଲ୍ ବିଜନେସ୍ ହେଡ୍ ଲିତିସା ମଙ୍ଗତ ପଣ୍ଡା ଓ ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଟିଭି ପରଦାରେ ଲିସାକୁ ଖବର ପଢ଼ୁଥିବାର ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ ଦର୍ଶକ।

    Share. Facebook Twitter LinkedIn WhatsApp Email
    Previous Articleରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍‌: ସିଂହଦ୍ବାର ଥାନାରେ ଏତଲା
    Next Article ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ
    NewsLaxmi7
    • Website

    Related Posts

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର।…

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ‘ରାମଚରିତମାନସ’ ସମାଜରେ ତିକ୍ତତା ବିସ୍ତାର କରୁଛି: ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

    January 12, 2023

    ସନରାଇଜର୍ସ ହାଇଦ୍ରାବାଦରେ ଫାଟ ! ସହକାରୀ କୋଚ୍ ପଦରୁ ଇସ୍ତଫା ଦେଲେ ସାଇମନ୍ କାଟିଚ୍

    February 18, 2022

    ଆର୍ଥିକ ସଙ୍କଟ ଦୂରେଇବାକୁ ଚାହୁଁଛନ୍ତି ଯଦି ଅଣଦେଖା କରନ୍ତୁନି ଏହିସବୁ ନିୟମ

    December 2, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.