ଟିଟିଲାଗଡ ୨୪/୧୧: ଟିଟିଲାଗଡ ଓ ସଇଁତଳା ୧୨ ଘଣ୍ଟିଆ ବନ୍ଦ । ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ।
ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ବନ୍ଦ ପ୍ରଭାବରେ ଦୋକାନ ବଜାର, ଅଫିସ ଓ ଗାଡି ଚଳାଚଳ ବନ୍ଦ । ଜରୁରୀକାଳୀନ ସେବା ଜାରି । ସଇଁନ୍ତଳାକୁ ସବଡିଭିଜନ ଓ ସଇଁତଳା ବିଧାନସଭାର ପୁନଃ ଗଠନ ଦାବି ମଧ୍ୟ ଉଠିଛି ।