Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଜି ବିଶ୍ବ ଥାଲାସେମିଆ ଦିବସ: ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍ଆ ରୋଗୀ, ଏସ୍‌ସିବିରେ ୧୫ଶହ
    ରାଜ୍ୟ

    ଆଜି ବିଶ୍ବ ଥାଲାସେମିଆ ଦିବସ: ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍ଆ ରୋଗୀ, ଏସ୍‌ସିବିରେ ୧୫ଶହ

    NewsLaxmi7By NewsLaxmi7May 8, 2023Updated:May 8, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : ସାରା ବିଶ୍ବରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ। ରାଜ୍ୟରେ ବିଭିନ୍ନ ହସ୍ପିଟାଲ୍‌ରେ ବର୍ତ୍ତମାନ ୭ହଜାର ୫୦୦ ଥାଲାସେମିଆ ରୋଗୀ ଚିକିତ୍ସିତ ହେଉଥିବା ବେଳେ କଟକ ବଡ଼ଡାକ୍ତରଖାନାରେ ୧୫ଶହ ରୋଗୀ ନିୟମିତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ବାହାରିଥିବା ଚିକିତ୍ସା ପଦ୍ଧତିରେ ଥାଲାସେମିଆ ପ୍ରତି ରୋଗୀମାନେ ଆଉ ଭୟ କରିବାର ଆବଶ୍ୟକତା ନାହିଁ। ଯଦିଓ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇ ନାହିଁ ତଥାପି ନିୟମିତ ସମୟରେ ଡାକ୍ତରୀ ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଦ୍ବାରା ଥାଲାସେମିଆକୁ ନିୟନ୍ତ୍ରଣ କରାଯାଇପାରେ ବୋଲି ଥିବା ଏସ୍‌ସିବି ହେମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ଏଭଳି କରିବା ଦ୍ବାରା ରୋଗୀ ସଂପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇପାରିବ। ଏବେ ଜନ୍ମ ହେବାକୁ ଥିଲା ଶିଶୁ ଭବିଷ୍ୟତରେ ଥାଲାସେମିଆ ରୋଗ ଦ୍ବାରା ଆକ୍ରାନ୍ତ ହେବ ନା ନାହିଁ ସେ ସଂପର୍କରେ ଗର୍ଭାବସ୍ଥାରୁ ଚିହ୍ନଟ ‌କରିହେଉଛି। ଏସ୍‌ସିବିରେ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍ ଲାବୋରେଟୋରି ରହିଛି ବୋଲି ଡାକ୍ତର ଜେନା କହିଛନ୍ତି। ଏଥିସହ ଥାଲାସେମିଆ ରୋଗୀଙ୍କ ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍‌ରେ ଅସ୍ଥିମଜ୍ଜା ସଂପର୍କିତ ଚିକିତ୍ସା ଖୁବ୍‌ ଶୀଘ୍ର ଏସ୍‌ସିବି‌ରେ ଉପଲବ୍ଧ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

    ଥାଲାସେମିଆ ଗ୍ରୀକ୍ ଶବ୍ଦ ‘ଥାଲାସାରୁ ଆସିଛି । ଏହି ରୋଗ ଏକ ‘ଜିନ୍ବାହିତ। ସାଧାରଣତଃ ଏହା ଏକ ରକ୍ତ ଅନିୟମିତା ଯୋଗୁଁ ଦେହରେ ପ୍ରବାହିତ ହେଉଥିବା ଲାଲ୍ ରକ୍ତ କଣିକା ସୃଷ୍ଟି କରିବାରେ ଅସମର୍ଥ ହୋଇଥାଏ। ଏବଂ ଲାଲ୍ କଣିକାଗୁଡିକ ନଷ୍ଟ ମଧ୍ୟ ହୋଇଯାଇଥାଏ। ଥାଲାସେମିଆ ରୋଗୀ ପ୍ରଥମେ କ୍ଲାନ୍ତ ଅନୁଭବ କରେ ଓ ଧୀରେ ଧୀରେ ରୋଗୀର ଶାରୀରିକ ବିକାଶ କମ୍ ହୋଇଯାଏ। ଏପରିକି ବିକଳାଙ୍ଗ ଅବସ୍ଥା ମଧ୍ୟ ହୋଇଯାଇଥାଏ। ତେଣୁ ରୋଗୀ ଦେହରେ ପ୍ରତ୍ୟେକ ୨-୩ ସପ୍ତାହରେ ଥରେ ନୂତନ ରକ୍ତ ପ୍ରବେଶ କରାଇବାକୁ ହୋଇଥାଏ। ଥାଲାସେମିଆ ରୋଗର ଶିକାର ହୋଇ ଥିବା ପିତାମାତାଙ୍କ ପ୍ରତି ୫ଟି ସନ୍ତାନରେ ଜଣେ ଏହି ରୋଗ ସଂକ୍ରମିତ ହେବାର ସମ୍ଭବନା ରହିଥାଏ। ଏହି ରୋଗ ପ୍ରତିକାରର ମାଧ୍ୟମ ହେଉଛି ଅସ୍ଥିମଜ୍ଜା ପ୍ରତିରୋପଣ।

    ଓଡ଼ିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ ଯେଉଁଠି ମାଗଣାରେ ଥାଲାସେମିଆ ରୋଗୀଙ୍କ ଦେହରେ ଥିବା ଅତ୍ୟଧିକ ଲୌହଅଂଶ ବାହାର କରିବା ପାଇଁ ଦାମୀ ଔଷଧ ଯୋଗାଇ ଦିଆଯାଇଥିଲା। ଏସ୍‌ସିବିରେ ମଧ୍ୟ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍ ଲାବୋରେଟୋରି। ଫଳରେ ଗର୍ଭାବସ୍ଥାରୁ ବି ଶିଶୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଥାଲାସେମିଆ ରୋଗ ନିରୂପଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏସ୍‌ସିବିରେ ମାଗଣାରେ ଉପଲବ୍ଧ ବୋଲି ପ୍ରଫେସର ଡାକ୍ତର ଜେନା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ଓ ନିୟମିତ ରକ୍ତର ଆବଶ୍ୟକତା ପଡୁଛି ସେମାନଙ୍କ ଚିକିତ୍ସା, ଯାତାୟତ ଖର୍ଚ୍ଚ ପାଇଁ ସରକାରଙ୍କ ପକ୍ଷରୁ ମାସକୁ ୫ଶହ ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ କରାଯାଉଛି।

    Share. Facebook Twitter LinkedIn WhatsApp Email
    Previous Articleଗଞ୍ଜାମକୁ ଦାଦନ କଷଣ: ୪ ମାସରେ ୧୪ ମୃତ
    Next Article କଳାପଥର କେଳେଙ୍କାରୀ: ଅସାଧୁମେଣ୍ଟର ପର୍ଦ୍ଦାଫାସ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନ୍ୟାୟଧିଶଙ୍କ ଘରେ କଳାକନା ବୁଲାଇଲେ ଚୋର, ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ

    June 7, 2022

    ରାଉରକେଲାରେ ଏନ୍‌କାଉଣ୍ଟର : ଅପରାଧୀ ଗୁରୁତର, AK-47 ଜବତ

    June 25, 2022

    କାହିଁକି ସବୁ ପୂଜା ପର୍ବାଣିରେ ବ୍ୟବହାର ହୁଏ ଗେଣ୍ଡୁ ଫୁଲ, କ’ଣ ଏହାର ବିଶେଷତ୍ୱ ?

    February 24, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.