ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ବହୁଛି ଝାଞ୍ଜି ପବନ । ସହରରୁ ପଲ୍ଲୀ,ପଲ୍ଲୀରୁ ସହର ଚାରିଆଡେ ଜନ ଜୀବନ ଅସ୍ତବେସ୍ତ! ତା ସାଙ୍ଗକୁ ବିଜୁଳି କାଟ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ
ଦିନ ୮ଟା ପରେ ବାହାରକୁ ବାହାରି ହଉନି ପ୍ରବଳ ଗୁଳୁଗଳି ପାଇଁ ସେ ଆଖୁରସ ଦୋକାନ ବା ଲସି ଦୋକାନ ସବୁଠି ଲୋକମାନଙ୍କର ଲାଗିଛି ଖଚାକଚ ଭିଡ଼ ଏଥିରୁ ତ୍ରାହି ପାଇବା ପାଇଁ ଆରବ ସାଗରରେ ଚାଲିଛି ବାତ୍ୟାର ଆଉଏକ ଟ୍ରାପ ଲାଇନ୍ ହୁଏତ ଏହି ଟ୍ରାପ ଲାଇନ୍ ଯୋଗୁ ଲଘୁଚାପ ସୃଷ୍ଟି ହୋଇ ପ୍ରବଳରୁ ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ପବନ ବହିବାର ସମ୍ଭାବନା ଅଛି । ଏଥିପ୍ରତି ଜନସାଧାରଣକୁ ଆଶ୍ୱସ୍ଥି ମିଳିବା ସହ ଅନ୍ତତ ଲୋକମାନେ ଗରମରୁ ତ୍ରାହି ପାଇବେ । ପାଣିପାଗ ଦୃଷ୍ଟିରୁ ଆଜି କିମ୍ବା କାଲି ଭୁବନେଶ୍ୱର,କଟକ,ପୁରୀ,କେନ୍ଦ୍ରାପଡ଼ା,ଯାଯପୁର ଭଳି ଅନେକ ସ୍ଥାନରେ କୁଆ ପଥର ସାଙ୍ଗକୁ କାଳ ବୈଶାଖୀ ହବାର ସମ୍ଭାବନା ଅଛି ।
Trending
- ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?
- ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?
- ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ
- ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍ ଆଲ୍ବୋପିକ୍ଟସ୍ ମଶା
- ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ
- ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ
- ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
- ଜିଏସ୍ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ
Thursday, September 28