ଦେଶ ବିଦେଶ ମନୋରଞ୍ଜନ

US Election 2020: କମଳା ହୈରିସଙ୍କ ସହ କାମ କରିସାରିଛନ୍ତି ଶତୃଘ୍ନଙ୍କ ଝିଆରୀ ! ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆମେରିକା ନିର୍ବାଚନ ପରେ ଉପ ରାଷ୍ଟ୍ରପତି ହେବାକୁ ଯାଉଥିବା କମଳା ହୈରିସଙ୍କ ବିଜୟରେ ଭାରତବାସୀ ଖୁବ ଖୁସି । ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏବେ ଅଭିନେତା ଶତୃଘ୍ନ ସିହ୍ନା କମଳା ହୈରିସଙ୍କ ସହିତ ନିଜ ଝିଆରୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଶତୃଘ୍ନଙ୍କ ଝିଆରୀଙ୍କ କମଳା ହୈରିସ ସହ କନେକସନ

ଫଟୋରେ କମଳା ଏବଂ ପ୍ରୀତା ଏକା ସାଙ୍ଗରେ ଠିଆ ହୋଇଥିବା ନଜର ଆସୁଛନ୍ତି । ଶତୃଘ୍ନ ଏହି ଫଟୋକୁ ସେୟାର କରି କହିଛନ୍ତି ଯେ, ତାଙ୍କ ବଡ଼ ଭାଇଙ୍କ ଝିଅ ପ୍ରୀତା ସିହ୍ନା, କମଳା ହୈରିସଙ୍କୁ ଖୁବ ଭଲ ଭାବରେ ଚିହ୍ନିଛନ୍ତି । ସେ ଲେଖିଛନ୍ତି ଯେ, ବହୁତ ବହୁତ ଶୁଭକାମନା ! ସମଗ୍ର ଦେଶ ବାଇଡେନଙ୍କ ବିଜୟକୁ ନେଇ ଖୁବ ଉତ୍ସାହିତ । ଆମକୁ କମଳା ହୈରିସଙ୍କ ଭଳି ଜଣେ ବୁଦ୍ଧିମାନ ଏବଂ ବୈଦ୍ଧିକ ସମାନତା ଥିବା ମହିଳାଙ୍କ କଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ।’

ଟ୍ୱିଟରେ ଶତୃଘ୍ନ ଲେଖିଛନ୍ତି ଯେ, ‘ମୋ ବଡ଼ ଭାଇଙ୍କ ଝିଅ ଓ ମୋ ଝିଆରୀ ପ୍ରୀତା ସିହ୍ନା କମଳାଙ୍କ ଯୁବ ଟିମ ସହ ମିଶି କାମ କରିଛନ୍ତି । କଠିନ ପରିଶ୍ରମ ପରେ ହୈରିସଙ୍କୁ ମିଳିଥିବା ସଫଳତାରେ ଆମେ ସମସ୍ତେ ଖୁସି । ଆମ ଝିଅ ପୀତା ମଧ୍ୟ Kudos ର ହକଦାର ଅଟେ ! ସାବାସ !’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ