WhatsApp ରେ ଆରମ୍ଭ ହେଲା ଶପିଂ : ଜାଣନ୍ତୁ ଏହି ଫିଚର ବିଷୟରେ
ନୂଆଦିଲ୍ଲୀ ୧୦/୧୧: WhatsApp ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛି। ଏହି କ୍ରମରେ WhatsApp ଏବେ ଆପ୍ରେ ଶପିଂ ବଟନ୍ ଆଡ୍ କରୁଛି। କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେମାନେ ନିଜ ସେଲ୍ ବଢ଼ାଇ ପାରିବେ। WhatsAppର ଏହି ନୂଆ ଫିଚର ଅନୁସାରେ ୟୁଜର୍ସଙ୍କୁ ବିଜନେସ୍ WhatsApp ଆକାଉଣ୍ଟସ୍ ପ୍ରୋଫାଇଲ୍ ପାଖରେ ଶପିଂ ବଟନ୍ ଦେଖାଯିବ। ଏହି ବଟନ୍ ଷ୍ଟୋର୍ ଆଇକନ୍ […]