ଧର୍ମ

କେବଳ ଲକ୍ଷ୍ମୀଙ୍କ ଏକୁଟିଆ ଫଟୋ ନୁହେଁ ବରଂ ଭଗବାନ ବିଷ୍ଣୁଙ୍କ ସହ ବିରାଜମାନ କରିଥିବା ମାଆ ଲକ୍ଷ୍ମୀଙ୍କ ଫଟୋ କରନ୍ତୁ ପୂଜା : ଭରିଯିବ ସୁଖ ସମୃଦ୍ଧି

ନୂଆଦିଲ୍ଲୀ ୨୬/୧୦: ଆସନ୍ତା କାଲି ଦୀପାବଳି। ଦୀପାବଳିରେ ମାଆ ଲକ୍ଷ୍ମୀଙ୍କର ମୂର୍ତ୍ତି ସହ ଫଟୋ ମଧ୍ୟ ପୂଜା କରାଯାଇଥାଏ। ମାଆ ଲକ୍ଷ୍ମୀଙ୍କର ଫଟୋ କିଣିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ…. • ପୂଜା ପାଇଁ ମାଆ ଲକ୍ଷ୍ମୀଙ୍କର ଏପରି ଫଟୋ କିଣନ୍ତୁ, ଯେଉଁଥିରେ ସେ ପଦ୍ମ ଉପରେ ବିରାଜମାନ କରିଥିବେ। • ଫଟୋରେ ମାଆ ଲକ୍ଷ୍ମୀଙ୍କ ସହ ଯଦି ଐରାବତ ହାତୀ ଥିବେ ତେବେ ଏହା […]