ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ
ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ ୨୦୫୦ ବେଳକୁ ଉଡ଼ନ୍ତ କାର ନିର୍ମାଣ କରି ଆକାଶରେ ଉଡ଼ୁଥିବ । ତେବେ ସେସବୁ ହେଉଛି ସମ୍ପୂର୍ଣ୍ଣ କାଳ୍ପନିକ, ସେଥିରେ ଏକ ପ୍ରତିଶତବି ସତ୍ୟତା ନଥିଲା । କିନ୍ତୁ ଏବେ ଏହି କାଳ୍ପନି ଉଡ଼ନ୍ତା କାର ଏବେ ସତରେ ପରିଣତ ହୋଇଛି । ଗତ ତିରିଶ ବର୍ଷ ହେବ […]