ଟ୍ବିଙ୍କଲ୍ଙ୍କୁ ଟ୍ବିଙ୍କଲ୍ ବମ୍ କହିଲେ ଟ୍ରୋଲର୍ସ : ଏପରି ଜବାବ ଦେଲେ ଅଭିନେତ୍ରୀ
ମୁମ୍ବାଇ ୯/୧୧: ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ OTT ପ୍ଲାଟଫର୍ମରେ ରିଲିଜ ହେଉଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ରହିଛି। ନିଜ ଟାଇଟଲକୁ ନେଇ ଫିଲ୍ମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଜନତାଙ୍କ ମଧ୍ୟରେ ବିରୋଧ ଦେଖା ଦେଇଛି। ବିରୋଧକୁ ଦେଖି ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍ବରୁ ଲକ୍ଷ୍ମୀ କରି ଦିଆଯାଇଛି। କିନ୍ତୁ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲକ ଖାନ୍ନାଙ୍କୁ ବୋଧହୁଏ ପୁରୁଣା ଟାଇଟଲ୍ ହିଁ ଭଲ ଲାଗୁଛି। ଟ୍ବିଙ୍କଲ୍ ଖାନ୍ନାଙ୍କୁ […]