ଧର୍ମ

ଘର ଆଗରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ : ନଚେତ୍ ଭୋଗିବେ ପାରିବାରିକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ । ୧.କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍ଟସ୍ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି। ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ। ୨.କ୍ଷୀର ବାହାରୁଥିବା ଗଛ : ଘର ଆଗରେ […]

ଧର୍ମ

ଏହି ବୃକ୍ଷ ଘର ଅଗଣାରେ ଥିଲେ କାମ କରେ ନାହିଁ ଯନ୍ତ୍ରତନ୍ତ୍ର, ଜାଣନ୍ତୁ ଏହାର ଗୁଣ

ଆଜିର ଦିନରେ ବି ଲୋକେ ତନ୍ତ୍ରମନ୍ତ୍ରକୁଭୟ କରୁଛନ୍ତି। ଏଭଳି କିଛି ନାହିଁ ବିଜ୍ଞାନ କହୁଛି। ହେଲେ ଲୋକେ ଏଥିଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ନଜରରେ ଯୋଗୁ ଲୋକେ ଉଧେଇ ପାରୁନଥିବା ବେଳେ ପରିବାରରେ ପ୍ରାୟ ସମସ୍ୟା ଲାଗି ରହୁଛି ବୋଲି ଅନେକ ଅଭିଯୋଗ କରୁଛନ୍ତି। ହେଲେ ଯେଉଁ ଲୋକଙ୍କ ଘର ଅଗଣାରେ ଶ୍ୱେତ ଅରଖ ବୁଦାଟିଏ ଅଛି ତ ସେ ଘର ଏଭଳି ସମସ୍ୟାରୁ ମୁକ୍ତ ରହିଥାଏ। ଶ୍ୱେତ ଅରଖର ଅନେକ ଗୁଣ ରହିଛି। […]