ଟ୍ରେନ୍ରେ କଟି ଯୁବକଙ୍କ ମୃତ୍ୟୁ : ରେଳ ଲାଇନ୍ରେ ଗୋଡ, ବୁଦାକୁ ଛିଟିକି ପଡିଛି ଶରୀର
ବାରିପଦା ୪।୧୦: ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ । ବାରିପଦା ସୁନଗାଡିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଙ୍ଗରିପୋଷୀ-ଭୁବନେଶ୍ବର ସୁପରଫାଷ୍ଟ ଟ୍ରନରେ କଟି ଯାଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ବୟସ ୨୦ରୁ ୨୫ ବର୍ଷ ହେବ । ରେଳ ଲାଇନ୍ ଉପରେ ଗୋଟିଏ ଗୋଡ କଟି ରହିଯାଇଥିବା ବେଳେ, ଶରୀରଟି ରେଳ ଧାରଣ ତଳ ବୁଦାକୁ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ […]