କ’ଣ ହେବ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଭାଗ୍ୟ? ୩ ବର୍ଷ ହେଲା ଚୂଡ଼ାନ୍ତ ହୋଇପାରୁନି ଡିପିଆର୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବା ପାଇଁ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର (ରେଢ଼ାଖୋଲ/ବାମୁର-କଦଳୀଗଡ଼-ଜଗନ୍ନାଥପୁର-ଗୋପାଳପୁର) ରେଳ ପ୍ରକଳ୍ପ ଏବେ ଚରମ ଅବହେଳାର ଶିକାର ହୋଇଛି। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ପ୍ରତି ବର୍ଷ ବଜେଟ୍ରେ କେବେ ୧ ଲକ୍ଷ […]









