୫୦ ବର୍ଷ ତଳର କାରକୁ ମିଳିଲା ନୂଆ ନମ୍ବର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଜେଜେ ବାପାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ୫୦ ବର୍ଷରୁ ଅଧିକ ପୁରୁଣା କାର୍କୁ ନୂଆ ନମ୍ବରରେ ପଞ୍ଜୀକରଣ କରିଛନ୍ତି ଭୁବନେଶ୍ବରର ଜଣେ ମହିଳା। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଲାଗୁ ନୂଆ ନିୟମ ଭିଣ୍ଟେଜ୍ କାର […]









