ରାଉରକେଲାରୁ ଚୋରି ସ୍କୁଟର ବରୀରୁ ଜବତ, ୨ ଗିରଫ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରୀ: ରାଉରକେଲାରୁ ଚୋରି ହୋଇଥିବା ଏକ ସ୍କୁଟି କିଣାବିକା ମାମଲାରେ ବରୀ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ପଲ୍ଲୀ ଜିଲ୍ଲା ରୁଗୁଡ଼ା ଅଞ୍ଚଳର ଗେଭରାମ ପାୱାରଙ୍କ ପୁଅ ରମେଶ ଓ ବରୀ ଥାନା […]









