୧୫୦ ଫୁଟ୍ ଉଚ୍ଚ ଗଛ ଉପରୁ ଉଦ୍ଧାର ହେଲେ ମହିଳା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କପ୍ତିପଦା/ଶାଳଚୁଆ: କପ୍ତିପଦା ବ୍ଲକ୍ ଶରତ ଥାନା ନଟୋ ହୁଡିସାହିରେ ଥିବା ଏକ ବିରାଟ ଗଛକୁ ଚଢିଯାଇଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ କପ୍ତିପଦା ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଗତକାଲି ରାତିରେ ନଟୋ ହୁଡିସାହିର ସଙ୍ଗା ବାନରାଙ୍କ ପତ୍ନୀ ସମ୍ବାରୀ ବାନରା […]









