ଶିକ୍ଷା ବ୍ୟବସ୍ଥାରେ ନିଜକୁ ସମର୍ପିତ କର: ମୁଖ୍ୟମନ୍ତ୍ରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ତୁମେମାନେ ଶିକ୍ଷା ବ୍ୟବସ୍ଥାରେ ନିଜକୁ ସମର୍ପିତ କର। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜ୍ଞାନ କ୍ଷେତ୍ରକୁ ବିସ୍ତାର କରିବାରେ ସାହାଯ୍ୟ କର। ଆତ୍ମବିଶ୍ୱାସରେ ନୂତନ ଦୁନିଆରେ ପ୍ରବେଶ ଲାଗି ପ୍ରସ୍ତୁତ କର। ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର ବିକାଶ ହେଉଥିବାରୁ ଶିକ୍ଷା କ୍ଷେତ୍ରରେ […]









