ଉଚ୍ଛେଦ ହେଲା ଜଗନ୍ନାଥବଲ୍ଲଭ ସମ୍ମୁଖ, ରିସର୍ଚ ଇନ୍ଷ୍ଟିଚ୍ୟୁଟ୍କୁ ବାଟ ଫିଟିଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ବିପୁଳ ପର୍ଯ୍ୟଟକଙ୍କ ସମାଗମ ଏବଂ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଉଠା ଦୋକାନୀଙ୍କ ଭିଡ଼ ଭିତରେ ବାଟ ଚାଲିବା ଅସମ୍ଭବ ହୋଇ ପଡ଼ିଛି। ଏପରିକି ବହୁ ଐତିହ୍ୟ କୀର୍ତ୍ତିରାଜି ଲୁଚିଯାଇଛି। ଏଇ ସମସ୍ୟାର ସମାଧାନ […]









