ଓଡ଼ିଶା ଶୀର୍ଷ ସମବାୟ ସମିତିର ପରିଚାଳନା ପରିଷଦ ଗଠନ ନିର୍ବାଚନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଶା ଶୀର୍ଷ ସମବାୟ ସମିତିର ପରିଚାଳନା ପରିଷଦ ଗଠନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୯.୯୫ ପ୍ରତିଶତ ମତଦାନ ହୋଇଛି। ୧୬ରୁ ୧୨ଟି ସମବାୟ ସମିତି ପରିଷଦ ଗଠନ ପାଇଁ ଯୋଗ୍ୟ ବିବେଚିତ ୬୪୫୭ ଭୋଟରଙ୍କ ମଧ୍ୟରୁ ୪୫୧୭ ଜଣ […]









