ଯୁକ୍ତ୨ ପରୀକ୍ଷା ଆରମ୍ଭ, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ଉପରକୁ ଫୁଲ ବର୍ଷା ହେଉଥିଲା। ମୁଣ୍ଡରେ ଚନ୍ଦନ ଲଗାଯିବା ସହ ବନ୍ଦାପନା କରି ପରୀକ୍ଷା କେନ୍ଦ୍ରକୁ ପୋଛୋଟି ନେଉଥିଲେ ଜୁନିଅର ଛାତ୍ରଛାତ୍ରୀ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା କ୍ଷଣି କିଏ ପ୍ରବେଶ ପଥରେ ମୁଣ୍ଡିଆ ମାରୁଥିଲେ ତ […]









