ଇ-ଚାଲାଣକୁ ଖାତିର ନାହିଁ, ଭୁବନେଶ୍ବର-କଟକରେ ଚିନ୍ତାଜନକ ସ୍ଥିତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର, (ସରିତଦୀପ ଶତପଥୀ): ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପୁଲିସ୍ ଆଉ ଗାଡ଼ି ଚାଳକଙ୍କୁ ଅଟକାଉନି କି ଅଯଥାରେ ଯୁକ୍ତିତର୍କ କରୁନି। ଗାଡ଼ିର ଫଟୋ ଉଠାଇ ସିଧା କଣ୍ଟ୍ରୋଲ ରୁମ୍କୁ ଛାଡ଼ି ଦେଉଛି। କିଛି ସମୟ ମଧ୍ୟରେ ଗାଡ଼ି ଚାଳକଙ୍କ ପାଖକୁ […]









