କଳାପଥର କେଳେଙ୍କାରୀ: ମାପଚୁପ ଅଧାରେ ଅଟକିଲା! ଲିଜ୍ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଲିଜ୍ଧାରୀଙ୍କ ବ୍ୟାପକ ଅନିୟମିତତା ଧରାପଡ଼ିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅଢ଼େଇମାସ ହେଲା ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ତହସିଲର ଖାଦାନଗୁଡ଼ିକରୁ କୋଟିକୋଟି ଟଙ୍କାର କଳାପଥର ଦିନରାତି […]









