୧୫ରେ ଅଧା ଓଡ଼ିଶାରେ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୩ ଦିନର ବିରତି ପରେ ରାଜ୍ୟରେ ପୁଣି ତାତି ବଢ଼ିଛି। ୩୫ ଡିଗ୍ରିକୁ ଖସି ଆସିଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରବିବାର ପୁଣି ୩୮ଡିଗ୍ରି ଛୁଇଁଛି। ଆସନ୍ତା ୨ଦିନ ମଧ୍ୟ ରାଜ୍ୟରେ ପ୍ରବଳ ଖରା ହେବ, ତାତି ବଢ଼ିବ। […]









