ଧସେଇ ପଶୁଛି ଆନ୍ଧ୍ର, ଓଡ଼ିଶା ନୀରବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାତ୍ରପୁର(ନୀଳାଞ୍ଚଳ ପଟ୍ଟନାୟକ): ‘ଗଞ୍ଜାମ ଜିଲ୍ଲାରେ ସୀମା ବିବାଦ ନାହିଁ’। ରାଜ୍ୟ ସରକାର ବିଧାନସଭାରେ କେତେ ସ୍ପଷ୍ଟୀକରଣ ରଖିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। କାରଣ ବର୍ଷ ବର୍ଷ ଧରି ପାତ୍ରପୁର ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ ତୁମ୍ବା ଓ ବୁରାତାଲ୍ ପଞ୍ଚାୟତର […]









