ଧମାଲ କଲା ଚିରଞ୍ଜୀବୀ-ସଲମାନଙ୍କ ‘ଥାର ମାର’, ୟୁଟ୍ୟୁବରେ ହେଲା ଟ୍ରେଣ୍ଡ
ମୁମ୍ଵାଇ ୨୪।୦୯: ମେଗାଷ୍ଟାର ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ଗଡ ଫାଦରର ପ୍ରଥମ ଗୀତ ‘ଥାର ମାର’ ରିଲିଜ୍ ହୋଇଛ। ଯାହା ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୧ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ମାସ ଡ୍ୟାନ୍ସ ନମ୍ବର ଯେଉଁଥିରେ ଚିରଞ୍ଜୀବୀ ଏବଂ ସଲମାନ ଖାନ ସେମାନଙ୍କର ଅନନ୍ୟ ଶୈଳୀ ଏବଂ କ୍ଲାସିକ୍ ଷ୍ଟେପ୍ ସହିତ ଡ୍ୟାନ୍ସ ଫ୍ଲୋରରେ ଧମାଲ୍ କରିଛନ୍ତି। ଏହା ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡ ହେଉଛି । ‘ଗଡଫାଦର’, ଏବେକା ସମୟର ସବୁଠାରୁ ବଡ ଆକ୍ସନ୍ ଫିଲ୍ମ […]