ହାଉସ୍ଫୁଲ୍ ହେଲା ଥିଏଟର, ଧମାକାଦାର ଓପନିଂ କଲା ‘ବିକ୍ରମ ବେଧା’
ମୁମ୍ଵାଇ ୦୧।୧୦: ପ୍ରଥମ ଦିନରେ ହିଁ ଥିଏଟରରେ ଧମାଲ୍ କଲା ‘ବିକ୍ରମ ବେଧା’ । ଆଶା କରାଯାଉଥିବା ପରି ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନ ଅଭିନୀତ ବିକ୍ରମ ବେଧା ଖୁବ୍ କଲେକସନ୍ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆଡଭାନ୍ସ ବୁକିଂ ପାଇଥିଲା । ଅଧିକାଂଶ ପ୍ରେକ୍ଷାଳୟ ହାଉସ୍ଫୁଲ୍ ହୋଇଥିଲା। ପ୍ରଥମ ଥର ପାଇଁ ଉଭୟଙ୍କ ପ୍ରତିଯୋଗିତା ଦେଖାଯାଇଥିବା ବେଳେ ଏହି ଷ୍ଟାରମାନଙ୍କର ଏକ ଜବରଦସ୍ତ ପ୍ରଶଂସକ ହେଉଛନ୍ତି। ଆଡଭାନ୍ସ ବୁକିଂ ଦୃଷ୍ଟିରୁ ସୈଫ ଅଲି […]